ରୀନାରାଣୀ ସ୍ବାଇଁ : କବିତା : ନୀଳ ମରୀଚିକା ।
ଜୀବନର ଗହମୀ ମରୁରେ ଆଶାର ଶ୍ୟାମଳ ମରୀଚିକା ଲମ୍ବିଚାଲିଛି କାହିଁ କେତେଦୂର…. କେତେ ଜନ୍ମର ନୀଳତୃଷ୍ଣାରେ ବିବିକ୍ତ ଏ ପ୍ରାଣ କେଜାଣି, ମିଳନର ବୈତରଣୀକୁ ପାରିବ କି ଛୁଇଁ ନା ରାତିର ଅନ୍ଧାରରେ ହଜିଯିବ ଆଉ ଏକ ଜନ୍ମର ଅପେକ୍ଷାରେ.. !! କିଏ ଥରେ କହିଦିଅ, ହେ’ ଦଶଦିଗପାଳ… ଅଗ୍ନିରେ ଆଉଟି ହେବାପରେ ଆଉ କେତେ…