There are 5 comments

  1. ମଧୁରମ୍ ମଧୁରମ୍ ମଧୁରାଂଶ ପୃଷ୍ଠା ଖୁବ୍ ଭାବପୂର୍ଣ୍ଣ ଓ ଭକ୍ତିଭରା ଆବେଗ ନେଇ ପାଠକମାନଙ୍କୁ ନିଶ୍ଚୟ ସ୍ପର୍ଶକରିବ, ଏହା ମୋର ବିଶ୍ବାସ । ଜଗନ୍ନାଥ ଦାସଙ୍କ ଭାଗବତ ଠାରୁ ନେଇ କବି ବିନୋଦଙ୍କ କାବ୍ୟିକ ଶୈଳୀ ଯାଏଁ ଯେଉଁ କାବ୍ୟ, କବିତା, ଗଳ୍ପ ଓ ଉପନ୍ୟାସର ତତ୍ତ୍ଵଭିତ୍ତିକ ମାଧୂର୍ଯ୍ୟ ବାଢ଼ିଛନ୍ତି ତାହା ପ୍ରଣାମ ଯୋଗ୍ୟ ସାର୍। ପ୍ରଣାମସହ ଅଜସ୍ର ଅଭିନନ୍ଦନ ଆପଣଙ୍କୁ…..💐🙏💐।

  2. ମଧୁରମ୍ ମଧୁରମ୍ ମଧୁରାଂଶ ଉପରେ ଆପଣଙ୍କର ମତ ଓ ମନ୍ତବ୍ୟ ଆମକୁ ସାମର୍ଥ୍ୟ ଯୋଗାଇଛି । ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ଆପଣଙ୍କ comments/ feedback ଆଗାମୀ ସଂଖ୍ୟାଗୁଡ଼ିକ ପାଇଁ ଉପଯୋଗୀ। ପୁନଃ ଶୁଭେଚ୍ଛା ଓ ସମ୍ମାନ।

    1. ମଧୁରମ ମଧୁରମ୍ .. ଅଧ୍ୟାୟଟି ଖୁବ୍ ଚମତ୍କାର ହୋଇଛି ।ପୁର୍ବଜ ଙ୍କୁ ପ୍ରଣାମ ସହ, ସମକାଳ କୁ ସମ୍ମାନ ଓ ନବ ପ୍ରଜନ୍ମ ଙ୍କୁ ପ୍ରେରଣା ଦେବାର ଅଭିନବ ପ୍ରୟାସ ଏକ ସତ୍ ପତ୍ରିକାର ପ୍ରାଂଗ୍ୟ ସମ୍ପାଦନା କୁ ଇଙ୍ଗିତ କରେ ,ଚମତ୍କାର ଶୁଭେଚ୍ଛା ” ଚଉକାଠ “

  3. ଏକ ନୂଆ ପ୍ରକାରର ଉଲ୍ଲେଖ। ଅନେକ ଅଂଶରେ ପୂର୍ଣ୍ଣତା ସିନା ଖୋଜା ନାହିଁ,ଅଥଚ ସବୁ ଉଦ୍ଧାର ଭାରି ମନବର୍ତ୍ତି ଓ ଭାରି ଜୀବନବାଦୀ। ଭାରି ଭଲ ଲାଗିଲା।

    1. ଅଶେଷ ଧନ୍ୟବାଦ ଓ ସମ୍ମାନ ଆପଣଙ୍କର ଦୃଷ୍ଟିଭଙ୍ଗୀକୁ ଓ ଆପଣଙ୍କର ମନନଶୀଳ ଅଭିମତକୁ। ଆପଣଙ୍କର ଏହିପରି ସମର୍ଥନ (support) ଆଗକୁ ବି ଜାରି ରହିବ ବୋଲି ବିଶ୍ୱାସ।
      🙏❤️🙏

Leave a Reply

Your email address will not be published. Required fields are marked *