There are 10 comments

  1. ମଧୁରମ୍ ମଧୁରମ୍ ମଧୁରାଂଶ….
    ପ୍ରାଚୀନ ଲେଖା,ଲେଖକଙ୍କଠାରୁ ଆଜିର ଲେଖା,ଲେଖକମାନଙ୍କୁ
    ଅଳ୍ପସୂତାରେ ଗୁନ୍ଥି ସୁନ୍ଦର ଏକ ମାଳାଟିଏ କରିବାରେ କେତେ ସମୟ ଓ ଶ୍ରମ ଦେଇଛନ୍ତି ଉପସ୍ଥାପକ କବି ତ୍ରିନାଥ ସିଂହ;ତାହା ସେହି ହିଁ ଜାଣିଥିବେ। ପଠନ, ବାଃ..କୋଇଲିର ଗାନ ପରି ସୁନ୍ଦର । ଆଜିକାଲି କେହି କାହାରି ଲେଖା ନ ପଢ଼ିବାର ଅଭିଯୋଗ ଆସେ । ଏଠି ତାହାର ବ୍ୟତିକ୍ରମ ଘଟିଛି । ଉପସ୍ଥାପକ ପଢ଼ିଛନ୍ତି ଅନେକଙ୍କୁ ଆଜି ନୁହେଁ ଆଗରୁ ବି ଯାହା ଏଠି ପ୍ରତିଫଳିତ ହୁଏ ଓ ସବୁ ଲେଖକଙ୍କୁ ଅନ୍ୟଙ୍କୁ ପଢ଼ିବାର ପ୍ରେରଣା ଯୋଗାଏ।
    ଏପରି ପ୍ରାଣ ଛୁଆଁ ଉପସ୍ଥାପନା ପାଇଁ ଧନ୍ୟବାଦ ନ ଜଣାଇ ରହି ପାରୁନାହିଁ। ଧନ୍ୟବାଦ।

    1. କିଛି ସମୟ ସାରସ୍ୱତ ସ୍ବର୍ଗରେ ବିତରଣ କଲି, ବହୁ ଆଲ୍ହାଦିତ ହେଲି। ଚୁମ୍ବକ ରେ ବହୁ ଉତ୍କୃଷ୍ଟ ତଥା ଉପାଦେୟ ସାହିତ୍ୟ ର
      ମଞ୍ଜ ମଞ୍ଜ କଥା ଶୁଣି ଭାବ ବିହ୍ଵଳିତ ବି ହେଲି, ହେବା ବି ସ୍ୱଭାବିକ ଯେହେତୁ ସାହିତ୍ୟ କୁ ଭଲ ପାଉଥିବା ମୁଁ ଜଣେ ମଣିଷ। ଏତେଏତେ ସୁନ୍ଦର ଭାବ ସମୃଦ୍ଧ ସର୍ଜନା ଶୁଣିବା ବି
      ଏକ ସୁଖଦ ସମୟ ବୋଲି ମନେକରେ। ଆଗକୁ ଆହୁରି ଉନ୍ନତ
      ଲେଖାରେ ଭରପୁର ହେଉ ” ଚଉକାଠ “।

    2. ଆପଣଙ୍କର ଏଇ ମଧୁର ପ୍ରତିକ୍ରିୟା ପାଇଁ ଅଶେଷ ଧନ୍ୟବାଦ। ଏଇ ସୁନ୍ଦର ମନ୍ତବ୍ୟ ଚଉକାଠକୁ ସମୃଦ୍ଧ କରିବା ସହ ଆମକୁ ଏ ଦିଗରେ ଉତ୍ସାହିତ କରିବ ନିଶ୍ଚୟ। (ମଧୁରମ୍ ମଧୁରମ୍ ମଧୁରାଂଶରେ ଏହି ପରି ପଂକ୍ତି ସନ୍ନିବେଶିତ କରିବା ପାଇଁ ଯେ କୌଣସି ବ୍ୟକ୍ତି ଚଉକାଠକୁ ସହଯୋଗ କରି ପାରିବେ)। ଆପଣଙ୍କ ସହଯୋଗ ବି ଆମର କାମ୍ୟ। 🙏🙏

    3. ଠିକ୍ କହିଲେ ଭାଇ।
      ଆମେ ଧୀରେ ଧୀରେ ଭୁଲିଯାଉଛେ, ଆମେ ଠିଆ ହେଇଥିବା ମାଟି ଓ ଭିତ୍ତିକୁ। ଚଉକାଠ ସେଇ ମହକକୁ ପୁନଃଜାଗ୍ରତ କରେଇବାର ଏହା ଏକ ପ୍ରଚେଷ୍ଟା। ଆମେ ହିଁ ଆମ ଭାଷା ଓ ସାହିତ୍ୟର ସଂରକ୍ଷକ ଓ ଉତ୍ତରଦାୟାଦ, ଏହା ଆମେ ମନେରଖିବା କଥା।

      ସୁଚିନ୍ତିତ ମନ୍ତବ୍ୟ ଖୁବ୍ ଆନନ୍ଦ ଦେଲା।
      ଧନ୍ୟବାଦ, ଶୁଭେଚ୍ଛା ଓ ସମ୍ମାନ।

  2. Whats app ରେ ପହଞ୍ଚିଛି ଏହି ମନ୍ତବ୍ୟ। ରବିନାରାୟଣ ବାବୁଙ୍କୁ ଆନ୍ତରିକ ଧନ୍ୟବାଦ ସହ ଶୁଭେଚ୍ଛା।
    ………………………….

    ରଜସଂଖ୍ୟା ଚଉକାଠ ବହୁତ ଭଲ ଲାଗିଲା। ଚମତ୍କାର ଗପ ହାତୀ ଓ ଲଣ୍ଠନ। ଗଳ୍ପ ପଠନର ଶୈଳୀ ଓ ସ୍ଵର ମନ୍ତ୍ରମୁଗ୍ଧ କରୁଛି। ଉଚିତ ଭାବର ଉପସ୍ଥାପନା ଗଳ୍ପଶ୍ରୋତାଙ୍କୁ ମୁଗ୍ଧ କରୁଛି। କବିତା ସବୁ ବି ଭଲ ହେଇଛି। ସତ୍ୟରଞ୍ଜନ ପ୍ରହରାଜଙ୍କ
    କବିତା superb. ମଧୁରମ୍ ମଧୁରମ୍… ଅତୁଳନୀୟ 👌👌👌।
    ସମ୍ପାଦକୀୟ nice…।

    ରବିନାରାୟଣ ପାଣିଗ୍ରାହୀ
    ଚେରୁଆପଡ଼ା, ସମ୍ବଲପୁର

    1. କିଛି ସମୟ ସାରସ୍ୱତ ସ୍ବର୍ଗରେ ବିତରଣ କଲି, ବହୁ ଆଲ୍ହାଦିତ ହେଲି। ଚୁମ୍ବକ ରେ ବହୁ ଉତ୍କୃଷ୍ଟ ତଥା ଉପାଦେୟ ସାହିତ୍ୟ ର
      ମଞ୍ଜ ମଞ୍ଜ କଥା ଶୁଣି ଭାବ ବିହ୍ଵଳିତ ବି ହେଲି, ହେବା ବି ସ୍ୱଭାବିକ ଯେହେତୁ ସାହିତ୍ୟ କୁ ଭଲ ପାଉଥିବା ମୁଁ ଜଣେ ମଣିଷ। ଏତେଏତେ ସୁନ୍ଦର ଭାବ ସମୃଦ୍ଧ ସର୍ଜନା ଶୁଣିବା ବି
      ଏକ ସୁଖଦ ସମୟ ବୋଲି ମନେକରେ। ଆଗକୁ ଆହୁରି ଉନ୍ନତ
      ଲେଖାରେ ଭରପୁର ହେଉ ” ଚଉକାଠ “।

    2. ମଧୁରମ୍ ମଧୁରମ୍… ଉପରେ ଆପଣଙ୍କର ଏଇ ମଧୁର ପ୍ରତିକ୍ରିୟା ସହ ଚଉକାଠ ରଜସଂଖ୍ୟା ଉପରେ ସଂକ୍ଷିପ୍ତ ଅଥଚ ସାମଗ୍ରିକ ଆକଳନ ଆମକୁ ଉତ୍ସାହିତ ଓ ଅନୁପ୍ରେରୀତ କରିଛି। ଏଣୁ ଅଶେଷ ଧନ୍ୟବାଦ ଜାଣିବେ। ରଜ ଅଭିନନ୍ଦନ ବି।

  3. ମଧୁରମ ମଧୁରମ ମଧୁରାଂଶ ରେ କିଛି ସମୟ ହଜିଗଲି l ପ୍ରଥମ ପାର୍ଥନା ଠାରୁ ଆରମ୍ଭ କରି ଅମାବାସ୍ୟା ର ଚନ୍ଦ୍ର ତଥା ଶେଷ ପଦ ରାତି ଅଢେଇଟା ର କବି ପର୍ଯ୍ୟନ୍ତ ଖୁବ ଚମତ୍କାର l ସାର e🙏

  4. ଅଭିନବ ଚଉକାଠ ଜୁନ ସଂଖ୍ୟାର ପ୍ରତ୍ୟେକ ଗଳ୍ପ ଓ କବିତା ଖୁବ୍ ମନମୁଗ୍ଧକର,ବିଶେଷ କରି ପୂଜ୍ୟ ମନୋଜ ଦାସଙ୍କ ବକୃତା ଖୁବ୍ ଭଲ ଲାଗିଲା। ସଂପାଦକ ଏବଂ ପ୍ରକାଶକ ମହୋଦୟଙ୍କୁ ଏଭଳି ଉତ୍ତମ ପ୍ରୟାସ ଲାଗି ଅନେକ ଅନେକ ଶୁଭେଚ୍ଛା।

  5. ପ୍ରଣାମ ଭାଇ….. ଚମତ୍କାର…. ଚଉକାଠ….. ଚକିତ କଲା…. ହଠାତ୍ ଏମିତି ଏକ ଇ- ପତ୍ରିକା ପୁଣି ଏଚେ ସୁନ୍ଦର ଭାବନାର ବାହାରେ ଥିଲା…. ସଂପାଦକୀୟ ଖୁବ୍ ମନଛୁଆଁ…. ନିର୍ବାଚିତ କଳେବର ବହୁତ
    ଭଲ ଲାଗିଲା….. ଚଉକାଠ ଏମିତି ପାଠକ ମାନଂକୁ ଆକର୍ଷିତ କରୁଥାଉ…. ଚଉକାଠ…. ଦୀର୍ଘାଯୁ ହେଉଛି….. ସମ୍ମାନର ସହ ରବି ଶତପଥୀ କୋରାପୁଟ

Leave a Reply

Your email address will not be published. Required fields are marked *