ସାକ୍ଷାତକାରରେ ତାରିଣୀ ଚରଣ ସାହୁ
ଭେଟିଛନ୍ତି : ପ୍ରତାପ କୁମାର ପଣ୍ଡା
୧- ଆପଣ ମୁଖ୍ୟତଃ ଛନ୍ଦବନ୍ଧ କବିତା ଲେଖନ୍ତି। ଆପଣଙ୍କ କବିତାର ମନ୍ମୟ ଛନ୍ଦ ସହ ଆବେଗିକ ଆବୃତ୍ତି ଉଭୟ ପାଠକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦିଏ
କବିତା ସମେତ ପ୍ରବନ୍ଧ, ଆଲୋଚନା ତଥା ସମୀକ୍ଷାତ୍ମକ ବିଶ୍ଳେଷଣ ମଧ୍ୟ ବେଶ୍ ମନନଶୀଳ ହେଲେ, ଆପଣ ନିଜକୁ ପରିପ୍ରକାଶ କରିବା ପାଇଁ କେଉଁ ବିଭାଗରେ ବେଶି ମୁକ୍ତ ଓ ସ୍ବଛନ୍ଦ ମନେ କରନ୍ତି?
୨-ଆପଣ ସାହିତ୍ୟକୁ କେବେ ଓ କେମିତି ଆସିଲେ ? ସେ ସମୟର ଏବଂ ସେ ବାବଦରେ ଅନୁଭବ କେମିତି ଥିଲା ? ଟିକେ ଜଣେଇବେ କି ?
୩- ସାହିତ୍ୟର ଏହି ସୁଦୀର୍ଘ ଯାତ୍ରା ପଥରେ ଆପଣ କ’ଣ ପାଇଛନ୍ତି? ଅର୍ଥାତ୍ ସାହିତ୍ୟ ଆପଣଙ୍କୁ କ’ଣ ଦେଇଛି? ସାହିତ୍ୟ କୁ ନେଇ କିଛି ଅବସୋସ ?
୪-ଅତୀତରେ ଅନ୍ୟ କୋୖଣସି ବିକଳ୍ପ ନଥିବାରୁ , ସାହିତ୍ୟ ଉଭୟ ମଣିଷ ଓ ସମାଜ ପାଇଁ ଅବଶ୍ୟମ୍ଭାବୀ ଥିଲା । ବର୍ତ୍ତମାନ ସମୟର ପ୍ରେକ୍ଷାପଟରେ ମଣିଷ ଏବଂ ସମାଜ ପାଇଁ ସାହିତ୍ୟର କ’ଣ ଆଉ କିଛି ଗୁରୁତ୍ବ ଅଛି? AI ର ଆଗମନ ପରେ ସାହିତ୍ୟ ଧିରେ ଧିରେ ଆଗାମୀ ପିଢ଼ି ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ଯିବନି ତ?
୫- ବିଭିନ୍ନ ସାହିତ୍ୟ ସଭା ମାନଙ୍କରେ ଏବେ କିଛି ବର୍ଷ ହେଲା ଆପଣଙ୍କ ସହ ଆପଣଙ୍କ ନାତୁଣୀ ଶ୍ରେୟସୀକୁ ଦେଖିବାକୁ ମିଳୁଛି। ତାଙ୍କର କବିତା ଓ ଆବୃତ୍ତି ମଧ୍ୟ ବେଶ୍ ହୃଦୟଗ୍ରାହୀ । ସାହିତ୍ୟ କ୍ଷେତ୍ରରେ ନାତୁଣୀର ପଦଯାତ୍ରାକୁ ଆପଣ କିଭଳି ଆକଳନ କରୁଛନ୍ତି?
୬- ଆପଣ ଜଣେ ପ୍ରବୀଣ ସାହିତ୍ୟିକ। ଅପରପକ୍ଷରେ ଆପଣ ଜଣେ ଉଚ୍ଚଶ୍ରେଣୀର ପାଠକ ମଧ୍ୟ।ବିଶେଷତଃ ଆପଣ କ’ଣ ପଢ଼ିବାକୁ ଭଲ ପାଆନ୍ତି? ଏବଂ ପଠନକ୍ରିୟାରୁ ମଣିଷ ପାଏ କ’ଣ?
୭- ସାହିତ୍ୟକୁ ନେଇ ଏବଂ ବର୍ତ୍ତମାନ ସମୟର ସାହିତ୍ୟ ସ୍ରଷ୍ଟାଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ? ଟିକେ ବିସ୍ତୃତରେ କୁହନ୍ତୁ। ଅଝଟ ଜୀବନ
There are 4 comments
ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ତାରିଣୀ ଚରଣ ସାହୁ ଙ୍କ ସହିତ ପ୍ରତାପ କୁମାର ପଣ୍ଡା ଙ୍କ ପ୍ରଶ୍ନୋତ୍ତର ଆଳାପ ଖୁବ୍ ଭଲ ଲାଗିଲା। ସାହିତ୍ୟରେ ମଣିଷ ସଂସାରରୁ ସବୁକିଛି ପାଇଥାଏ, ସାହିତ୍ୟ ଏକ ଦର୍ପଣ ଏଠି ସ୍ୱଚ୍ଛ ଦେଖାଯାଏ ତାର କୃତି ଓ ବାଗ୍ମୀ ଚେତନା। ସାହିତ୍ୟ ସମାଜକୁ ଦିଏ ଦିଗ୍ ଦର୍ଶନ ବାଃ ଖୁବ୍ ଚମତ୍କାର।
ଶ୍ରୀଯୁକ୍ତ ତାରିଣୀ ଚରଣ ସାହୁ ଙ୍କ ସାହିତ୍ୟ ଯାତ୍ରା ଓ ତାଂକ ବିଷୟରେ ଅନେଗୁଡ଼ିଏ କଥା ଜାଣିବାକୁ ପାଇଲୁ। ଏହା ନିଶ୍ଚୟ ଯୁବପିଢୀ ଙ୍କୁ ପ୍ରଭାବିତ କରିବ।ମର୍ଯ୍ୟାଦାଜନକ ଲକ୍ଷ୍ମୀଧର ନାୟକ ସାରସ୍ଵତ ସମ୍ମାନ ରେ ସମ୍ମାନିତ ହୋଇଥିବା ଯୋଗୁଁ ଆପଣଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଧନ୍ୟବାଦ ସାର୍
ନମସ୍କାର
ଶୁଭେଚ୍ଛା ଓ ସମ୍ମାନ
ଠିକ୍ କହିଲେ, କବି ଶ୍ରୀ ସାହୁଙ୍କ ସାହିତ୍ୟଯାତ୍ରା ଓ ଜୀବନାନୁଭବ ଉପରେ ଖୁବ୍ ସୁଚନାତ୍ମକ ହୋଇଛି ଏହି ଆଳାପ। ଏଥିପାଇଁ କବି ପ୍ରତାପ କୁମାର ପଣ୍ଡାଙ୍କ ପ୍ରଚେଷ୍ଟା ଧନ୍ୟବାଦର୍ହ। ପୁସ୍ତକମେଳା ସାରସ୍ଵତ ସମ୍ମାନ ପାଇଁ କବି ଶ୍ରୀ ସାହୁଙ୍କୁ ଚଉକାଠର ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ତଥା ସମ୍ମାନ।