There are 4 comments

  1. ବିଶିଷ୍ଟ କବି ବିପିନ୍ ନାୟକଙ୍କ ଠାରୁ ହ୍ବାଟ୍ସପ୍ ମାଧ୍ୟମରେ ପ୍ରାପ୍ତ ମନ୍ତବ୍ୟ :

    ଚମତ୍କାର ପରିକଳ୍ପନା ଓ ସମ୍ପାଦନା, ସଫଳତା କାମନା କରୁଛି । ଅତୁଳନୀୟ ଏ ସମ୍ପାଦନା ଓ ସୃଜନ ନିଷ୍ଠା । ଆଗରୁ ଏତେ ଖୁସି ମିଳିନଥିଲା ମୋତେ କୌଣସି ପ୍ରକାଶନରୁ । ଚୌକାଠ ନିଶ୍ଚୟ ଆଉ ଏକ ଦ୍ବାର ଖୋଲିବ ଆମ ସାହିତ୍ୟର । ଅଶେଷ ଧନ୍ୟବାଦ ।

  2. କବିଙ୍କର ଯାତ୍ରାର କେତୋଟି ପାଦ ଓ ଷଡଜ ପଢ଼ିଛି ।
    କବିଙ୍କ କହିବା ପରି କବିତାର କୁହୁଡି କୁଳୁ କୁଳୁ ବହେ ପାଠକକୁ ଆଛନ୍ନ କରେ । ପ୍ରାୟ ୯ ମିନିଟର ଏ ସ୍ୱିକରୋକ୍ତି ସତରେ ମୁଗ୍ଧ କଲା । 🙏

  3. କବି ବିପିନ୍ ନାୟକ ଙ୍କୁ ପ୍ରଣାମ।
    କବି କବିତାରେ ପ୍ରକଟିତ କରିଥାନ୍ତି ବାସ୍ତବତା ର ଛବି। ପ୍ରେମ ଆନନ୍ଦ ଜୀବନ ସଙ୍ଗୀତ ସବୁକିଛି ଭରିଥାଏ ତାଙ୍କରି ଶବ୍ଦ ତରଙ୍ଗରେ ଯାହାକି ମନ୍ତ୍ରମୁଗ୍ଧ କରେ କେବଳ ମତେ ନୁହେଁ ସମସ୍ତ ପାଠକଙ୍କୁ। ଅଶେଷ ଧନ୍ୟବାଦ ଚଉକଠା ର ସମ୍ପାଦକ କବି ଶ୍ରୀ ତ୍ରିନାଥ ସିଂହ ଙ୍କୁ। ଅନେକ ଅନେକ ଶୁଭେଚ୍ଛା କବି ବିପିନ୍ ନାୟକ ଙ୍କୁ। ବହୁତ ଭଲ ଲାଗିଲା।

  4. ଭୂମିରୁ ଭୂମା ଯାଏଁ ଆକୃଷ୍ଟ କରୁଥିବା ଏକ ସ୍ଵର, ସାର୍ ବିପିନ୍ ନାୟକ ମହୋଦୟ….. ପ୍ରଣାମ ସାର୍ 💐🙏💐

Leave a Reply

Your email address will not be published. Required fields are marked *