ପ୍ରଦୀପ କୁମାର ରାୟ : ଆଲୋଚନା : ଏକ ଆଲେଖ୍ୟ ନୋବେଲ୍ ପୁରସ୍କାର ବିଜେତା ହାନ୍ କାଙ୍ଗ

ହାନ୍ କାଙ୍ଗ୍ ଓ ‘ହ୍ୱାଇଟ୍ ବୁକ୍’।। ପ୍ରଦୀପ କୁମାର ରାୟ ।। [ସଂପ୍ରତି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣ-କୋରିଆର ବହୁଚର୍ଚ୍ଚିତ ଲେଖିକା ହାନ୍ କାଙ୍ଗ୍ ପାଇଛନ୍ତି ନୋବେଲ ପୁରସ୍କାର। ୨୭ ନଭେମ୍ବର ୧୯୭୦ରେ ଦକ୍ଷିଣକୋରିଆର ଗ୍ୱାଙ୍ଗଜୁରେ ଜନ୍ମଗ୍ରହଣ କରିଥିବା ଏହି ୫୪ ବର୍ଷିୟା  ଲେଖିକାଙ୍କ  ଦ ଭେଜିଟେରିଆନ୍, ୟୋର୍ କୋଲ୍ଡ ହେଣ୍ଡସ୍, ଦ…

ପୁସ୍ତକ ପରିଚୟ : ହରମୋହନ ମିଶ୍ରଙ୍କ : ‘ସ୍ପର୍ଶ’: ନିମଗ୍ନ ନିରବତାର ମାନ୍ତ୍ରିକ ଉଚ୍ଚାରଣ

ପୁସ୍ତକ ପରିଚୟ : ‘ସ୍ପର୍ଶ’: ନିମଗ୍ନ ନିରବତାର ମାନ୍ତ୍ରିକ ଉଚ୍ଚାରଣ।। ତ୍ରିନାଥ ସିଂହ ।।     କବିତାର କାନଭାସ୍ ଏତେ ବ୍ୟାପ୍ତ ଓ ବିସ୍ତୃତ ଯେ, ସେ ସଂପର୍କରେ ଶେଷଶବ୍ଦ କହିବା ବା ଲେଖିବା କେବଳ କଷ୍ଟକର ନୁହେଁ, ଦୁରୂହ ବି। ତେବେ, କବିତା ସଂପର୍କରେ ଏତିକି ଅନ୍ତତଃ କୁହାଯାଇପାରେ ଯେ, ତାହା ଯୁକ୍ତଛନ୍ଦ ହେଉ…

ଜ୍ଞାନରଞ୍ଜନ ନାୟକ : ଗଳ୍ପ : ରାସ୍ତା

ରାସ୍ତା।। ଜ୍ଞାନରଞ୍ଜନ ନାୟକ ।। ସଭା ଆରମ୍ଭରୁ ସେ ଗମ୍ଭୀର ହେଇ ବସିଥିଲେ। ବୟସ ଅଶୀ କିମ୍ବା ତା’ଠୁ ଅଧିକ। ମୁହଁରେ ଲୋଚାମୋଚା ଚର୍ମ, ତୀକ୍ଷ୍ଣ ହନୁହାଡ଼ କୋଟରାଗତ ଜୁଳୁଜୁଳିଆ ଆଖି ଯୋଡ଼ିକ ଭିତରେ ଯେମିତି ସେଇ ଖଣ୍ଡମଣ୍ଡଳର ସବୁ ଘଟଣା ଏବଂ ଅଘଟଣର ଇତିହାସ ପ୍ରଲେପିତ ହୋଇରହିଥିଲା। ଲାଗୁଥିଲା ଯାହାସବୁ ଘଟୁଛି ସେଥିରେ ସେ…

ବିଶେଷ କବିତା : ଅପର୍ଣ୍ଣା ମହାନ୍ତି : ପାଇବା ହରାଇବାର ଶେଷକଥା

।। ଆବୃତ୍ତି : ତ୍ରିନାଥ ସିଂହ ।। ସବୁ ପାଇବା ହରାଇବାର ଶେଷକଥା।। ଅପର୍ଣ୍ଣା ମହାନ୍ତି ।। ଆଉ ଲେଖୁପାରୁନି କବିତା… । ଭିତରର ଯେତେ କୋଳାହଳଧୀରେଧୀରେ ନିରବ ନିଶ୍ଚଳଆଖିରୁ ଶୁଖିଯାଉଛି ଲୁହଛାତିରୁ ସରିଯାଇଚି କୋହଟିକେ ଜଳେଟିକେ ଲିଭେଜୀବନ ସଳିତା… I ଦୂରେ ..କେତେଦୂରେ ଆଜିଦିନେ ନିଜଠୁଁ ନିଜର ଲାଗୁଥିବାସବୁ ବନ୍ଧୁ ପରିଜନ ।କେତେ ପାଖରେ…

ବିଶେଷ କବିତା : ଶର୍ମିଷ୍ଟା ସାହୁ : ଛାଇନିଦ

।। ଆବୃତ୍ତି : ତ୍ରିନାଥ ସିଂହ ।। ଛାଇନିଦ।। ଶର୍ମିଷ୍ଠା ସାହୁ ।। ରୁହ, ଟିକେ ଛାଇ ନିଦରେଶୋଇପଡ଼େ ।ମିଛ କଥାମାନଙ୍କୁ ସତ ବୋଲିଭାବିସାରେ ।ତା’ପରେ ଫେରି ଆସିବି ଯେତୁମର ସ୍ମିତହସରେ ତିଆରିପୃଥିବୀକୁ। ଆଖିରେ ହସ ଧାରେ ଥିଲେସବୁ ସୁନ୍ଦର।ଭଙ୍ଗାପାହାଡ଼, ଥୁଣ୍ଡାଗଛ,ଅଳନ୍ଧୁ ଭର୍ତ୍ତି ଘର,ବନ୍ଦ ଝରକା ଓ ଉଦାସ ପରଦାସବୁ ସୁନ୍ଦର। ରୁହ, ଟିକେ କଡ଼…

କୁମାର ଗୌତମ ବାରିକ : କବିତା : ସତ୍ତା

ସତ୍ତା।। କୁମାର ଗୌତମ ବାରିକ ।। ପତ୍ରରୁ ଧୂଳି ଝଡ଼ିଗଲା ପରେନିର୍ମଳ ଦିଶିଲାଣିମେଘ ଆଚ୍ଛାଦିତ ଆକାଶ।।ବର୍ଷା ଛାଡ଼ିି, ପାଣି ବହିଗଲା ପରେପୁଣି ଥରେ ଶୁଖିଲା ଦିଶିଲାଣିପିଚୁରାସ୍ତା ।।ଥରେ ଓଳେଇ ନେଲା ପରେକ’ଣ ଆଉ ଥରେଅସନା ଆବର୍ଜନା ହୁଏନି କି ଘର ।। ଠିକ ସେମିତି ଝାଡ଼ି ଝୁଡ଼ି ହୋଇଆଉ ଥରେ ବସି ପଡ଼ିଲେ ବିପୁନର୍ବାର ଉଙ୍କି…

ବସନ୍ତ ବିଶ୍ବକର୍ମା : କବିତା : ମୁକ୍ତି

ମୁକ୍ତି।। ବସନ୍ତ ବିଶ୍ଵକର୍ମା ।। ଜୀବନଟା ଏକ ଜନ୍ମ-ମୁତ୍ୟୁର ଆବର୍ତ୍ତନ କେବେ ଦେହଟା ଦହନ ହୁଏତ କେବେ ମନଟା ମନ୍ଥନ ହୁଏ…ତଥାପି ସେ ମୁକ୍ତି ଖୋଜୁଥାଏତା’ ସମାଧିର କାନ୍ଥରେ ବସିଗୋଟିଏ ଅତୃପ୍ତ ଆତ୍ମା ହୋଇ । ସେ ଦିନ ମୁତ୍ୟୁକୁ ମାଗିଲିଦେ ଭରିଦେ ମୋ ମୃତ ଦେହାଂଶରେମୁଠାଏ ଅମୃତ…ସଞ୍ଚରିତ ହେଉ ମୋ ଜୀବାତ୍ମାରେମୋ ଅସ୍ତିତ୍ଵର ଜୀବାଶ୍ମ।…

ଐଶ୍ବର୍ଯ୍ୟା ପ୍ରଧାନ : କବିତା : ପାହାଚ

ପାହାଚ।। ଐଶ୍ୱର୍ଯ୍ୟା ପ୍ରଧାନ ।। ମୋ ଛାତିରେ ପାଦ ମଡ଼େଇବୋହି ଚାଲିଲ ଓଜନତୁମ ଦେହର ଓଜନମନର ଆଉ ମୁଣ୍ଡରେ ମୁଣ୍ଡେଇଥିବା ଓଜନ ! ତୁମେ ଗୋଟିଏ ପାଦ ଆଗକୁ ବଢ଼େଇହାଲୁକା କରୁଥିଲ ତୁମେ ବୋହି ଥିବା ବୋଝକୁଜାଣିବାକୁ ଚେଷ୍ଟାକରିଛ କେବେ…ସେଇ ଗୋଟିଏ ପାଦ ଆଗକୁ ବଢ଼ିବାରେଧସି ଯାଉଛି ମୁଁ ଭୂପୃଷ୍ଠରୁ ତଳକୁଆହୁରି ତଳକୁ… ତଥାପି ମୁଁ…