ମୋନାଲିସା ମିଶ୍ର : ଗଳ୍ପ କଥନ : ଢେଉ ଆସେ

ଢେଉ ଆସେ।। ମୋନାଲିସା ମିଶ୍ର ।। ମଧୁ !ଉଁ.. !ଏଁ ! କିଏ ଡାକିଲା କାହାକୁ ? ଡାକଟି ଶୁଣିଲି; କିନ୍ତୁ ନ ଶୁଣିଲା ପରି ରହିଲି, ଏପଟସେପଟକୁ ବି ଟିକେ ଚାହିଁଲି ନାହିଁ, ଚୁପ୍‌ଚାପ୍ ସେମିତି ଚାହିଁରହିଲି ସମୁଦ୍ରକୁ। ଅପେକ୍ଷା କରିଥିଲି କେତେବେଳେ ଉଇଁଲା ସୂର୍ଯ୍ୟ କିରଣରେ ଚିକିମିକିଆ ଶାଢ଼ି ପରି ଝିଲ୍‌ମିଲ୍ ଦିଶିବ…

ଅଂଶୁମାନ ସାହୁ : ଗଳ୍ପ : ପେଟ ପୂରିଲେ ସିନା…

ପେଟ ପୂରିଲେ ସିନା…।। ଅଂଶୁମାନ ସାହୁ ।।           ବୋଉ ସେଦିନ ହାତ ଧରି ଟାଣି ଆଣିଲା ବାବୁଲାକୁ l ବାବୁଲା କ୍ରିକେଟ୍ ଖେଳିବାକୁ ଜିଦ୍ ଧରିଥିଲା l ବୋଉ ଟାଣିଆଣି ବାବୁଲାକୁ କୋଳେଇ ନେଲା l କହିଲା, “ଚାଲ୍ ଖାଇବୁ l ଭୋକ ହେଉଥିବ l” ବାବୁଲାକୁ ନେଇ ବୋଉ ଗଲା ରୋଷେଇଘର ପିଣ୍ଡାକୁ l…

ରମାକାନ୍ତ ରଥ : ବିଶେଷ କବିତା : କେଜାଣି

କେଜାଣି।। ରମାକାନ୍ତ ରଥ ।। ଆତ୍ମହତ୍ୟା କରିବାକୁ ଅନେକଥର ମୁଁଆସିଲିଣି, କିନ୍ତୁ ପ୍ରତିଥରଫେରିବାକୁ ପଡ଼େ ସଶରୀରେକାରଣ ମୁଁ ଠିକ୍ କରିପାରେନି ଯେ ଏବେ ମରିବି ନା ମରିବି ଦିନାକେତେ ପରେ ।କେତେବେଳେ ମଲେ ଠିକ୍ ହେବ –ଦିନବେଳେ ନା ଅଧରାତିରେ ?କାହିଁକି ଏପରି କଲି ବୁଝାଇଚିଠିଟେ ଲେଖିବି ନା ହାତ ଦେବିନିଆଉ ଗୋଟେ ବେକାର କାମରେ…

ପଲ୍ଲବୀ ଦାସ : କବିତା : ପ୍ରିୟ ଦେବଦାସ

ପ୍ରିୟ ଦେବଦାସ।। ପଲ୍ଲବୀ ଦାସ ।। ଦେବଦାସ, ଶୁଣତମେ ଯାହା କୁହ ପଛେଭଲପାଇବାର ପରିଭାଷା ଖୋଜନାହିଁପରିଭାଷାକୁ ନେଇ ଜୀବନ ବଞ୍ଚିହୁଏ,ପ୍ରେମ କରି ହୁଏନା। ପର୍ବତ ଶିଖରକୁ ଛୁଉଁଥିବା ମେଘର ମଥାନଟପ୍ ଟପ୍ ପକାଉଥାଏ ଅମୃତ କି ବିଷକେହି କେବେ ପ୍ରଶ୍ନ କରେନା। ତମ ଚଉଡ଼ାଛାତିକୁ ନିରୀକ୍ଷଣ କରୁଥିବାଲାଜକୁଳୀ ମୁଁ ନୁହେଁ,ଅଥଚ ସମ୍ବରଣ କରିପାରେନା ତମ ପୌରୁଷର…

ଶୁଭନାରାୟଣ ସ୍ବାଇଁ : କବିତା : କୈକେୟୀ

କୈକେୟୀ।। ଶୁଭ ନାରାୟଣ ସ୍ବାଇଁ ।। ଚକ୍ରଧର  !କେତେଦିନ ଆଉ ବାପା ବାପା ହୋଇ ଝୁରୁଥିବୁମାଆ ମାଆ ହୋଇ ଆଖିରୁ ଝରାଉଥିବୁଲୁହ… ଏଠି ତୋ ହାତ ମୁଠା ଟାଣଥିବା ଯାଏସମସ୍ତେ ତୋର ନିଜର,ଥରେ ହାତ ମୁଠା ହୁଗୁଳା ହେଲେକେହି ନୁହେଁ କାହାର । ବେଳ ପଡ଼ିଲେଏଠି ମାଆ ବି ସାପ ପରି ମାରିପାରେ ଚୋଟବାପା ବି…

ମାନମୟୀ ରଥ : କବିତା : ଲୁଣ

ଲୁଣ।। ମାନମୟୀ ରଥ ।। ଦାଣ୍ଡିରୁ ଇଞ୍ଚୁଡ଼ିଫୁଟି ଦିଶେ ଲୁଣରକ୍ତଟୋପାରେ, ଗୁଳିଚୋଟରେ ।ସବୁଠୁ ବଡ଼ଦୁଃଖ ପରିଛିଟିକି ପଡ଼ଇ ଲୁଣ, ଘା’ ଉପରେ । ଆଉ କେତେବେଳେ ତରଳି ବୋହିପଡ଼େଆଖି ବାଟ ଦେଇଲୁହର ସୁଅରେ । ଲୁଣପାରଦକୁ ନଚାଏ ଉପର ତଳରକ୍ତଚାପ ମାପ କରେ,ଭାଙ୍ଗିହୁଏ ଚୁନା ଚୁନାଆନୁଗତ୍ୟର ଶେଷବିନ୍ଦୁରେ । ଲୁଣ ହସେ ସନ୍ତର୍ପଣରେଆୟୋଡିନ ସାଥେ ମିଶିରଙ୍ଗୀନ…

ପବିତ୍ର ମୋହନ ଦାଶ : କବିତା : ଲାଠି

ଲାଠି।। ପବିତ୍ର ମୋହନ ଦାଶ ।। ଲାଠି କାଟି ତିଆରି କରି ହେବ ବଂଶୀଏତିକି ଥିଲା ଲିଙ୍ଗ ପାଣିର ସ୍ବପ୍ନ,ତେଣିକି ମଧୁର ସ୍ଵନରେପୂରି ଉଠିବା କଥା ସବୁ କାନ। ଗଜା ମରୁଡ଼ିରେ ଗଲା ସ୍ବପ୍ନର ବିହନଏଣେ ଲାଠି ଦିନକୁ ଦିନଆହୁରି ଲମ୍ବ, ଆହୁରି ଟାଣଅଧିକ ଅଧିକ କ୍ଷମତାପନ୍ନ। ଲାଠି ସହାୟତାରେ ନିର୍ବାଚନ, ଶପଥ ଗ୍ରହଣଲାଠି ମାଡ଼ରେ…

ବିଜୟ ରାୟ : କବିତା : ଖସିଯାଉଥିବା ସମୟ

ଖସି ଯାଉଥାଏ ସମୟ।। ବିଜୟ ରାୟ ।। ଛୋଟ ଝରକା ଆଖିରେବଡ଼ ପୃଥିବୀର ଦୃଶ୍ୟ ଭାରିଭଙ୍ଗା ଭଙ୍ଗା ! ଲୁହ କେବଳ କଥା କୁହେ,ଶବ୍ଦ ସେତେବେଳେ ଘୁଙ୍ଗା ! ଜୀବନ ଜନ୍ମେଇବା ପାଇଁଲାତଘୁଷା ସହେଜୀବନ ଫୁଙ୍କିବା ପାଇଁଥନ ନିଚୁଡ଼ିଦିଏଜୀବନର ମନ ମତାଣ ପାଇଁଯୌବନ ଉଜାଡି…ତଣ୍ଟିଆ ଖାଏ ! ଲତାଟିଏ ପରି ଆଶ୍ରାରେ ମାଡ଼ିବକି ଗୁଳ୍ମଟିଏ ପରି…

ଅନ୍ନପୂର୍ଣ୍ଣା ମହାନ୍ତି : କବିତା : ଶୂନ୍ୟସଂପର୍କ

ଶୂନ୍ୟସଂପର୍କ।। ଅନ୍ନପୂର୍ଣ୍ଣା ମହାନ୍ତି ।। ହଁ ଶୁଣିଲେହସର ଫୁଆରାନା ଶୁଣିଲେନାହିଁ ନଥିବା ଅନ୍ଧାରଝଡ, ବାତ୍ୟା ଘୋଟିଯାଏଲାଗେ ଏ ପ୍ରଳୟନା ଭାଙ୍ଗି ଯାଉଥିବାସ୍ବପ୍ନର ମୁହ୍ୟମାନ ସ୍ଥିତି ! ତୁମକୁ ହେଜିବା ଅବିରତତମେ ନ ବୁଝିବା ସହଜାତକଥା ତ ଏତିକି । କେଉଁ ନାମରେ ନାମିତଏ ସମ୍ପର୍କର ବାଲିବନ୍ଧ ?ଠିକ୍ ନା,କଥା ନହେଲେ କଷଣକଥା ନଥାଇ କି ଜୀବନକି…

ତାରିଣୀ ଚରଣ ସାହୁ : କବିତା : ତମପାଇଁ

ତମ ପାଇଁ।। ତାରିଣୀ ଚରଣ ସାହୁ ।। ତୁମରି ଅନ୍ତର ମୋର ଅନ୍ତରଅଚ୍ଛେଦ୍ୟ ବନ୍ଧନେ ପରା…ବଂଧା ଥିଲା ବଂଧୁ ଦେଉନାହିଁ ଆଜି ଧରା । ଗଲାବେଳେ ତୁମେ ଆସିଲ ନାହିଁ ଯେମୋ ଦୁଆର ମାଡ଼ି ଥରେତୁମ ଅପେକ୍ଷାରେ ଆସିଗଲା ସଞ୍ଜମୋର ଚିନ୍ତା-ରାଇଜରେ । ଝର ଝର ହୋଇ ଝରିଗଲା ଲୁହସିକ୍ତ କରି ଅପଘନ,ଅତୀତର ସ୍ମୃତି ଚଳଚ୍ଚିତ୍ର…