କବିତା : ଦେଶ

।। ସୁଧୀର ମେହେର ।। କେତେ ସ୍ବପ୍ନ ଦେଖି ନଥିଲା ସତେ– ଏଇ ଆଖି । ଛମ୍ ଛମ୍ ପାଉଁଜି ପିନ୍ଧି ଝରଣା ସବୁ ଓହ୍ଲେଇ ଆସିବେ ଗାଁ ଦାଣ୍ଡକୁ, ପିଲାଏ ଭଳିକି ଭଳି ଡଙ୍ଗା ଭସେଇ ନାଚୁଥିବେ ତାଳିମାରି । ନୀଳ ଆକାଶରେ ଭାସିଯାଉଥିବ ଥଲ୍କା ଥଲ୍କା ମେଘ, ପିଲାଏ   ପହଁରୁଥିବେ ହଳେ…

ଆଲୋଚନା: କୃପାସିନ୍ଧୁ ନାୟକଙ୍କ ‘ବଦଳିବାର ବେଳ’ ଓ ତହିଁରେ ବିଶ୍ବବୋଧର ଆସ୍ପୃହା

।। ତ୍ରିନାଥ ସିଂହ ।। କାହିଁ କେତେ ବର୍ଷର / ଅବିଚ୍ଛିନ୍ନ ସଂଘର୍ଷ ଉତ୍ତାରେ / ଯାହା ଉତୁରିଲା, / ତା’ ଥିଲା କି / କେବଳ ଜନ୍ମଗତ ଦୋଷ ଯାହା / ସଞ୍ଚରିଗଲା / ଏ ଦେଶର ମାଟି, ପାଣି, ପବନରେ, / ଜନଜୀବନରେ…. !! ଏଇଠୁ ଆରମ୍ଭ ହୁଏ ‘ବଦଳିବାର ବେଳର’ ଭାବସ୍ନିଗ୍ଧ…

ବିଶ୍ବାସ ଅବିଶ୍ବାସ : ଭାବ ଅଭାବର ଅନୁଭବ

।। ଇଂ. ଅଶୋକ କୁମାର ପଟ୍ଟନାୟକ ।। ମୁଁ ସେମିତି କିଛି ପୂଜାପାଠ ରୀତିନୀତିରେ ବନ୍ଧା ମଣିଷ ନୁହେଁ, ହେଲେ ଈଶ୍ୱର ବିଶ୍ବାସୀ । ଶ୍ରୀଜଗନ୍ନାଥଙ୍କ ଭାବପୁର୍ଣ୍ଣରୂପ ମୋତେ ଅନେକଥର ବିପଦଆପଦରୁ ହାତଧରି ପାଖେଇ ଆଣିଛି । ସେମିତି ଏକ ଘଟଣା, ସାତଆଠବର୍ଷ ତଳେ ଘଟିଥିଲେ ମଧ୍ୟ ଏଯାବତ୍ ସେ ମୁହୂର୍ତ୍ତ ସବୁକୁ ସତେଜ୍ ଓ…

ସମ୍ବାଦ ବିସମ୍ବାଦ :

୧୯୮୦ ମସିହାରେ ପ୍ରତିଷ୍ଠିତ ସ୍ବସ୍ତି ସାହିତ୍ୟ ସଂସଦ, ଏବେ ରାଜ୍ୟସ୍ତରରେ ଏକ ଆଭିଜାତ୍ୟ ସମ୍ପନ୍ନ ନାମ ।  ଅଧ୍ୟାପକ ରବୀନ୍ଦ୍ରନାଥ ନାୟକ, ଅଧ୍ୟାପକ ଗୌରୀ ଶତପଥୀ ଓ କବି ରାଜୀବ ପାଣିଙ୍କୁ ନେଇ ଦିନେ  ଆରମ୍ଭ ହେଇଥିବା ସ୍ବସ୍ତିର ଏହି ଯାତ୍ରାର ପାଦଚିହ୍ନ ଦୂର ଦିଗନ୍ତ ଯାଏଁ ପ୍ରଲମ୍ବିତ । ପତ୍ରିକା ପ୍ରକାଶନ, ମାସିକ ସାହିତ୍ୟ…

ସମ୍ପାଦକୀୟ…..

ଯାହା ନକହିଥିଲେ ବି ଚଳିଥାଆନ୍ତା ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ପ୍ରକାଶ ପାଉଥିବା ସାହିତ୍ୟପ୍ରସ୍ଥ ‘ଚଉକାଠ’ ଏବେ ବି ଅନେକ ସମକାଳୀନ ସାହିତ୍ୟିକଙ୍କ ସ୍ମୃତିପଟଳରେ ଉଜ୍ଜୀବିତ ରହିଥିବା, ସୁଖକର ବିଷୟ। ଏବେ ତାହାର ପୁନରୁଦ୍ଧାର ହୋଇ ଅଙ୍କିକୃତ ସ୍ବରୂପ(Digitalized Form)ରେ ଇ-ପତ୍ରିକା,  “ଅଭିନବ ଚଉକାଠ” ପୁନଃପ୍ରକାଶିତ ହେବାକୁ ଯାଉଛି ଶ୍ରୀପଞ୍ଚମୀରୁ । ଏବେ ପ୍ରକାଶ ପାଉଥିବା…

ନିରବତା

Today I stand on the bank of the poem Even though each word has a price Even though this poetry appears as a river A river without water We have to swim across….. ବହୁ ବିଳମ୍ବରେ ସେ କବିତା ଲେଖା ଆରମ୍ଭ କରିଥିଲେ…

ତମାଳବନର ଛାଇ

କ’ଣ ବସିପଡ଼ିଲୁ ଯେ ! ଆଖି ଭାରିଭାରି ଲାଗୁଛି କି ? କ୍ଲାନ୍ତି ତ ନାହିଁ ଚାଲୁ ଚାଲୁ ଅଟକିଗଲୁ ଯେ’ !! ଏମିତି ଛାଇ, ଚରିଗଲାଣି ତୋ ଦେହସାରା । ସଖୀଗୋ’, ଚାଲ ଫେରିବା ଘରକୁ ଦୁଃଖ ଦରମିଶା ତେଲଲୁଣରେ କଟିଗଲାଣି ତ କଟିଯାଉ ବାକିଦିନ, ରାତିକୁ ଦେ ନା ତୁ ରାଣ ଏଠୁ…