ଅମରେନ୍ଦ୍ର ମାଧବ ଦାଶ : କବିତା : ଭଲରେ ଥା’ କବି

ଭଲରେ ଥା’ କବି।। ଅମରେନ୍ଦ୍ର ମାଧବ ଦାଶ ।। ଶବ୍ଦକୁ ସାଞ୍ଜୁକବିତାକୁ କବଚ କରିଭଲରେ ଥା’, ଗାତରେ ଥା’ କବି…ପଚୁଥିବା ମୁଠେ ଚାଉଳରହାଣ୍ଡିଏ ତୋରାଣି ଆଶ୍ରାରେଜୀବନ ଜିଉଁଥିବା ଆମେ ବିଭଲରେ ଅଛୁ, ବେଶ ଖୁସିରେ ଅଛୁ… ତମେ ଯେତେବେଳେ ବିଭୋରଫୁଲ, ଜହ୍ନ, ତାରାଙ୍କୁ ନେଇସେତେବେଳେ ହୀନିମାନ ଜୀବନକୁ ହିଂସାକରିଥୋକେ ଲୁଟି ଚାଲିଛନ୍ତି ଆମକୁଆମ ଷଣ୍ଢାରେ ଅତର୍କିତ…

ପିନାକୀ ମିଶ୍ର : କବିତା : ଭଲଲାଗେ ବୋଲି ତ

ଭଲଲାଗେ  ବୋଲି ତ।। ପିନାକୀ ମିଶ୍ର ।। ଛିଣ୍ଡେଇନି ଫୁଲକଢ଼ଆଉଜେଇନି କବାଟଟେକା ପକେଇନି ପାଣିକି,ତୁମ ଟ୍ରେନ୍ ଛାଡ଼ିବା ଆଗରୁ –ଫେରିଆସିନି ଘରକୁ ଏକମୁହାଁ । କହିବା ଆଗରୁ-  ବଢ଼େଇଛି ହାତଲୋଡ଼ି ବା ଆଗରୁ- ଯାଚିଦେଇଛି ରୁମାଲ୍ଗଛମୂଳେ ବସେଇ ଦେଇଛି ମୋ’ ଇଚ୍ଛାମାନଙ୍କୁଚାଲିଛି ତୁମସାଥେଝୁଣ୍ଟିବାକୁ ଦେବିନି ତୁମକୁ,ବର୍ଷାବତାସକୁ ଫୁ’ କରିଛି,ମୋତେ ଜଣା ଶରବିନ୍ଧା କୌଶଳ । ଭଲଲାଗେ ବୋଲି…

ଅଶୋକ କୁମାର ପଟ୍ଟନାୟକ : କବିତା : ରାସ୍ତା

ରାସ୍ତା।। ଅଶୋକ କୁମାର ପଟ୍ଟନାୟକ ।। ତୁମେ ସେଇ ରାସ୍ତା କଥା କହୁଛ ନା !ଯେଉଁ ରାସ୍ତା ଦେଇ ମୁଁଭେଟିଥିଲି ସୁଖ ଗଛର ଛାଇକୁଛାଇ ତଳେ ସ୍ବପ୍ନମାନେ ପାଦ ଥାପିଆଙ୍କୁଥିଲେ ସବୁଜ ପ୍ରତିଶ୍ରୁତିମହକି ଯାଉଥିଲା ମାଟି। ଏବେ ଆଉ ନାହିଁ ସେ ସବୁଜିମାସେଇ ରାସ୍ତା ଦେଇଲମ୍ବିଥିବା ଗଛ ଓହଳରେଆଉ ଦିଶୁନାହିଁବାୟାଚଢ଼େଇର ବସା ଛାଇ ତଳେ ନାହିଁଆଶ୍ୱସ୍ତିର…

ପଲ୍ଲବୀ ଦାସ : କଥାବାର୍ତ୍ତା : ବାଲିଗରଡ଼ାରୁ ସ୍ବପ୍ନର ମୁକ୍ତାଛାଣୁଥିବା ନୋଳିଆ… କବି ବିଦେଶୀ ନାୟକ

କଥାବାର୍ତ୍ତା : ବାଲିଗରଡ଼ାରୁ ସ୍ବପ୍ନର ମୁକ୍ତା ଛାଣୁଥିବା ଜଣେ ନୋଳିଆ.., କବି ବିଦେଶୀ ନାୟକ।। ପଲ୍ଲବୀ ଦାସ ।।              ମାଆ, ମାଟି, ମମତାର ଜଡ଼ସଡ଼ପଣରେ ମୁଗ୍ଧ ଜଣେ ମଣିଷର ନାଆଁ ବିଦେଶୀ ନାୟକ। ଦାରିଦ୍ର୍ୟର ଚାଳଛପର ଘରେ ପ୍ରାଚୂର୍ଯ୍ୟର ଜହ୍ନାଲୋକ ସାଉଁଟୁଥିବା ଜଣେ ଭାବ-ବିହ୍ବଳ ମଣିଷ ବିଦେଶୀ ନାୟକ। ସମୁଦ୍ରର ବେଳାଭୂମିରେ ଅବହେଳିତ ବାଲି-ଗରଡ଼ାରୁ…

ସମ୍ପାଦକୀୟ : ଏପ୍ରିଲ୍ ୨୦୨୫

(ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା  ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ ‘ଶୁଭ ନବବର୍ଷ’ ଭାବରେ ପାଳନ କରୁଥିବାବେଳେ, ଏଇ ବିଶାଳ ଆର୍ଯ୍ୟ-ଭୂଖଣ୍ଡର ନୂଆବର୍ଷ, ବିଷୁବ ସଂକ୍ରାନ୍ତି ବା ବୈଶାଖମାସର ପ୍ରଥମଦିନଟିକୁ ଆମେ ଖୁବ୍ କୁଣ୍ଠିତ ଭାବରେ…

କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” ।

ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ           ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା ସହରରେ ରହିଲୁ। ମୁଁ ନିଜେ ତିଆରି ଥିବା ଘରେ, ସେ ଭଡ଼ାଘରେ । ଉପେନ୍ଦ୍ରର ଚାକିରି ସେହି ସହରରେ, ମୋର ଟିକିଏ ଦୂର ଜାଗାରେ,…

ପୁଷ୍ପାରାଣୀ ପଟେଲ : ଗଳ୍ପ : ପ୍ରେମରଙ୍ଗ ।

ପ୍ରେମରଙ୍ଗ।। ପୁଷ୍ପାରାଣୀ ପଟେଲ ।।           ସଭିଏଁ କୁହନ୍ତି- ପ୍ରେମ ଏକ ପ୍ରହେଳିକା | ଏ ଦୁନିଆର ସବୁଠୁ ବଡ଼ମିଛ | ସତରେ କ’ଣ ପ୍ରେମ ମିଛ..?? ତୁମ ସହ ଭେଟହେଵା ଯଦି ଏକ ଘଟଣା ହୁଏ, ତେବେ ଏହା ମୋ ଜୀବନର ସବୁଠୁ ସୁଖଦ ଓ ସୌଭାଗ୍ୟଭରା ଘଟଣା | ଏ କଥାକୁ ଜୋର…

ଓଁ ଅଭିଜ୍ଞାନ ସାହୁ : ବ୍ୟଙ୍ଗଗଳ୍ପ : ଖାଣ୍ଟି ଓଡ଼ିଆ ।

ଖାଣ୍ଟି ଓଡ଼ିଆ।। ଓଁ ଅଭିଜ୍ଞାନ ସାହୁ ।। ଜାପାନ ଗୋଟେ ଛୁଞ୍ଚି ବନେଇଲା । ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା । ଭାରତ ତା ଉପରେ ‘ମେଡ୍ ଇନ୍ ଇଣ୍ଡିଆ‘ ଲେଖି ଆତ୍ମନିର୍ଭରଶୀଳ ଦୋକାନରେ ବିକ୍ରିକଲା । ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ସବୁଠୁ ଚମକପ୍ରଦ ରାଜ୍ୟଟି…