ସୌଭାଗ୍ୟବନ୍ତ ମହାରଣା : କବିତା : ଅନ୍ଧାରର ଅସ୍ମିତା

ଭାଗ୍ୟର ବିଡ଼ମ୍ବନା ଓ ବିଭ୍ରମ ଭିତରେ ଅନ୍ଧାରର ଅସ୍ମିତାର ରୂପକଳ୍ପ ଆଉ କ’ଣ ହୋଇପାରେ ଯଦି ହାତ ପାପୁଲିରୁ ଉଭେଇଯାଏ ମୋ ନିରୀହ ପାପର ଦାଗ ଆଖିରୁ ସରିଯାଏ ଦୃଶ୍ୟବୋଧର ଅଙ୍ଗୀକାର ମୁଁହର ମୁଖା ଯଦି ଶୋଷିନିଏ ସୂର୍ଯ୍ୟାସ୍ତର ଶେଷ ରଙ୍ଗର ଇସ୍ତାହାର ? ଚାଲି ଚାଲି ଥକି ପଡ଼ିବା ବେଳରେ ରାସ୍ତାକଡ଼ର ଝଙ୍କା ବରଗଛ…

ସୁରେଶ କୁମାର ନାୟକ : କବିତା : ବାଲିଯାତ୍ରା

ଚିହ୍ନରା ଦେଖଣାହାରୀ ମୁଁ ମସ୍ତାନ ପରି ଟୋ ଟୋ ବୁଲୁଥାଏ ଜୀବନର ଘୋ ଘୋ ବାଲିଯାତ୍ରାରେ । ଭଳିକି ଭଳି ଦୁଃଖଙ୍କ ବିପଣି ରକମ ରକମ ପୀଡା଼ ଓ କଷଣଙ୍କ ରୋଷଣୀ ତୁହାକୁ ତୁହା ଯନ୍ତ୍ରଣାର ଡାକବାଜି ଯନ୍ତ୍ରରେ କମ୍ପୁଥାଏ ମୋ ଦେହର ବାଲିପଡ଼ିଆ । ଜୀବନକୁ ନେଇ ମୁଁ ଏତେ ଗମ୍ଭୀର ନୁହେଁ ମ…

ଶୁଭନାରାୟଣ ସ୍ବାଇଁ : କବିତା : ଚକ୍ରଧର ପାଇଁ କବିତା

ଚକ୍ରଧର, ତୋତେ ଥରେ  କହିଥିଲି ନା’ ଗୋଟିଏ ଲଣ୍ଡା ପାହାଡ଼ର କଥା ! ସେ ଲଣ୍ଡା ପାହାଡ଼ର ରଜା ତୁ, ପ୍ରଜା ବି ତୁ  ! ପାହାଡ଼ ସାରା ପୋତି ଦେ’ ଯେତେ ପାରୁଛୁ ସେତେ ପ୍ରେମର ଚାରା ପାଣି ଦେ, ଖତ ଦେ, ସାର ଦେ,  ବାଡ଼ ଦେ ଦେଖିବୁ, ଇନ୍ଦ୍ରଧନୁ ଆକାଶରେ ନୁହେଁ…

ଦେବେନ୍ଦ୍ର ଲାଲ : କବିତା : ଆଜି ଗୋଟିଏ ଦିନ

ଆଜି ଗୋଟିଏ ଦିନ… ଗୋଟିଏ ମାତ୍ର ଦିନ ନା, ନା….. ଗୋଟିଏ ପ୍ରହର ଏହା ବି ନୁହେଁ, ଘଣ୍ଟାଏ କେବଳ ଏତିକି ବି ନୁହେଁ ବୋଧହୁଏ କିଛି ମୁହୂର୍ତ୍ତ… ଯାହା ଯେତିକି ପାରୁଛ କରିନିଅ ୟା’ ଭିତରେ ମାଗିନିଅ ଦେଇଥିବା ଯେତେ କରଜ ସବୁ ଶୁଝିନିଅ, ନେଇଥିବା ଯେତକ ବି ପଞ୍ଜୁରୀ ଖୋଲି ଉଡାଇ ଦିଅ…

ଅଶୋକ ଜେନା : କବିତା : ଦର୍ଜା

ସେ ସେମିତି ହିଁ ମେଲା ମୁକୁଳା । କିଏ ଆଘାତ ରେ, ତ କିଏ ଆଲ୍ହାଦରେ; ସମୟ ଆଗରୁ, ତ କିଏ ସମୟ ସାରି ; କାହାର ନିଶବ୍ଦ ତ କିଏ କୋଳାହଳର ସହିତ ସେ ସେମିତି ହିଁ ଖୋଲା ମୁକୁଳା । ତା, ଭିତରେ ହିଁ ଯେତେ ସବୁ, ମାୟାର ସମ୍ପଦ, ସମ୍ପର୍କର ବୁଢିଆଣି…

ଅଜୟ କୁମାର ଜେନା : କବିତା : ପୁଅ ଜନ୍ମ

ଯେତେଥର ମୁଁ ପାଦ ପକାଏ ଆଗକୁ ସେତେଥର ମୋ ପାଦତଳୁ ଖସିଯାଉଥାଏ ମାଟି ଯେତେଥର ମୋ ଉପରେ ପଡୁଥାଏ  ଆକ୍ରୋଶର ବଡ଼ ବଡ଼ ଇଟା ଓ ପଥର ସେତେଥର ମୁଁ ଫୁଲର ପରାଗ ସଂଗମ ପରି ଗୁପ୍ତରେ ଗଢ଼ିଦେଉଥାଏ ନୂଆ ନୂଆ ନଅର ! ମତେ କେବଳ କଣ୍ଟା କଥା ପଚାରନା, ମୁଁ ବି ଫୁଲର…

ରଶ୍ମି ସାହୁ : କବିତା : ଭୋର ପୂର୍ବର କଥା

ଅନ୍ଧାରକୁ ଦୂରେଇବା ଲାଗି ମୁଦିଦେଲି ଆଖି ବୋଧହେଲା ଏଇଠି ହିଁ ଶିଥିଳହେବ ଅକ୍ଷରର ଶୃଙ୍ଗାର ନୀଳଆମନ୍ତ୍ରଣ ପ୍ରବହାର ନୀରବତାରେ ଛୁଇଁବ ସମୁଦ୍ରଛାତିର ଗଭୀରତା। ଅନ୍ଧାରର ଅବୟବରୁ ମୁକୁଳିବାର ମୋହରେ ତୁମ ଗୁମରପଣରେ ମିଶିଗଲେ ସେଠୁ ଆଉ ମୁକୁଳିବା କ’ଣ ସହଜ କଥା!! ଗାଢ଼ଶୂନ୍ୟତା ହିଁ ମୁକ ସାକ୍ଷୀ ସାଜି ସୃଷ୍ଟି କରୁଥିବ ଏକ ନୂଆ କାବ୍ୟଯାତ୍ରା…

ଗୀତାରାଣି ବେହେରା : କବିତା : ତୁମେ ଆସିବ ବୋଲି

ପରିତୃପ୍ତି ନୁହେଁ ସନ୍ତୋଷ ପାଏ ତୁମ ଆଗମନୀ ବାର୍ତ୍ତାରେ ଏଇ ବିସ୍ତୃତ ପୃଥିବୀକୁ ଓହ୍ଲାଇବ ତମେ ସଜେଇହେବ ଆମ୍ବଗଛ ବଉଳର ବାସ୍ନାରେ ସୁଉଚ୍ଚ ଆକାଶ ବି ହସୁଥିବ ସ୍ମିତ ସ୍ମିତ ଅନ୍ତହୀନ ସୁଲୁ ସୁଲୁ ବାଆର ସ୍ପର୍ଶରେ… ରାତିଟିଏ ମାଗିଲି ଯେ ଦେଲନାହିଁ… ଠିକ୍ ଅଛି, ମୋର ସବୁଜ ବିଶ୍ୱାସ ସହ ସନ୍ଧି କରିନେଲି କାଳରାତ୍ରିର …

ପତିତପାବନ ଗିରି : ଆଲୋଚନା : ଦୁଇହଜାର ପରବର୍ତ୍ତୀ ଓଡ଼ଆ କ୍ଷୁଦ୍ରଗଳ୍ପରେ ମାଟି ଓ ମଣିଷର ସ୍ବର ।

କ୍ଷୁଦ୍ରଗଳ୍ପ ଖୁବ୍ ବେଶୀ କବିତାଟିଏ ଭଳି ମନେହୁଏ । ଏହାର ଉପମା, ରୂପକ, ମିଥ, ଚିତ୍ରକଳ୍ପ ଆଦିର ଯାଦୁକରୀ ସ୍ପର୍ଶ କବିତାର ଅଙ୍ଗ ଓ ଆତ୍ମା ଗଢ଼ିଥାଏ । ଆଲବର୍ଟ କାମ୍ୟୁ କହନ୍ତି, The Story contains only the solidarity man. ଅର୍ଥାତ, କ୍ଷୁଦ୍ରଗଳ୍ପ ସବୁବେଳେ ଆଧୁନିକମଣିଷର ସ୍ଥିତିକୁ ହିଁ ଦେଖେଇ ଦେବାକୁ ଚାହେଁ…

ମୀନକେତନ ପଶାୟତ : ଆଲୋଚନା : କବି ବିନୋଦ ଚଂଦ୍ର ନାୟକଙ୍କ କବିତାର ଭାବ ଓ ଭାବନା

କବି ବିନୋଦ ଚନ୍ଦ୍ର ନାୟକ, ଏଇ ନାମ ହିଁ ଯଥେଷ୍ଟ, ଯାହାର ଉଚ୍ଚାରଣରେ ସ୍ବତଃ ମନତଳେ ଗୁଣଗୁଣେଇ ଯାଏ, ସ୍ମୃତିକୁ ଉଜାଗର କରେ ଆମ ଭାଷାର ଅମୂଲ୍ୟ କୋଠସମ୍ପତ୍ତି “ଗ୍ରାମପଥ”। ଯେତେ ଯେତେ ଥର ପଢ଼ିଲେ ବି ଏଇ କବିତାକୁ, ଲାଗିବ- ବାରମ୍ବାର ଚର୍ବଣରେ ଆଖୁ ଖଣ୍ଡରୁ ମିଠାରସର ଝରଣ ହେଉଛି । ପଲ୍ଲୀଦୃଶ୍ୟର ଚିରସୁନ୍ଦର…