ଶୁଭମ୍ ନାଏକ : ଗଳ୍ପ : ବୁଢ଼ାବଳଙ୍ଗର ମାଝୀ
ବୁଢ଼ାବଳଙ୍ଗର ମାଝୀ।। ଶୁଭମ୍ ନାଏକ ।। ଅନାଦିକାଳରୁ ବହିଯାଉଛି ବୁଢ଼ାବଳଙ୍ଗ ନଦୀ। ଗୋଟିଏ ପଟେ ବାଲେଶ୍ୱର ଓ ଅନ୍ୟ ପଟେ ମୟୂରଭଞ୍ଜ। ଠିକ ଯେମିତି ବୁଢ଼ାବଳଙ୍ଗ ଟାଣିଦେଇଛି ଏକ ସୀମାରେଖା। ନଦୀକୂଳରେ ମାକନ୍ଦା ଗାଁ। ବଂଶୀବୁଢ଼ାର ଜନ୍ମଭୂମି ତଥା କର୍ମଭୂମି। ଅନେକଦିନ ତଳର କଥା। ବଂଶୀ ସେତେବେଳେ ଏକ ଯୁଆନ୍ ଟୋକା। ସେ ଯାଇଥାଏ…



