ବିପିନ୍ ଲେଙ୍କା : ଗଳ୍ପ : ମାମା

ମାମା।। ବିପିନ୍ ଲେଙ୍କା ।। ମନେ ପଡ଼ିଲା… ସେଦିନ ପ୍ରିନ୍ସପାଲ୍ ପିଅନ ହାତରେ ମୋତେ କ୍ଲାସ ଅଧାରୁ ଡକେଇ ଆଣିଥିଲେ ତାଙ୍କ ରୁମକୁ ।  ସେଠି କୁନାମାମା ଅପେକ୍ଷା କରିଥିଲେ । କାହିଁକି କେଜାଣି କୋଳେଇ ନେଇ ବହେ ଚୁମି ପକେଇଲେ ମତେ ଓ ମଟରସାଇକେଲରେ ବସେଇ ଆମ ଘରକୁ ନେଇଆସିଲେ । ଘରେ ବନ୍ଧୁ…

ରଜୀତ ଦାସ : କବିତା : ନଈ ଆରପାରି ଗାଁ ।

ନଈ ଆରପାରି ଗାଆଁ।। ରଜୀତ ଦାସ ।। ମହାନଦୀ ପାରି ହେଲେମୋ ଗାଆଁକୁ ଲମ୍ବା ଏକ ବାଟସାପ ପରି ଅଙ୍କାବଙ୍କା ସରୁ ପିଚୁରାସ୍ତାଦୁଇକଡ଼େ ସୋରିଷର ପାଟ। ଏବେ ବି ହେଇଛି ଠିଆ କେଉଁକାଳୁ  ଗାଆଁମୁଣ୍ଡେ ବୁଢ଼ାବରଗଛନାହିଁ ସିନା ଭାଗବତ ଟୁଙ୍ଗିତଥାପି ଗୁଞ୍ଜରି ଆସେକେଇପଦ ଶ୍ରୀଗୀତଗୋବିନ୍ଦ। ମୋ ଗାଆଁ ରେ ନିତି ଫୁଟେଯୁଇ, ଜାଇ, ହେନା ଓ…

ଦେବାଶିଷ ଚକ୍ରବର୍ତ୍ତୀ : କବିତା : କାଉ

କାଉ।। ଦେବାଶିଷ ଚକ୍ରବର୍ତ୍ତୀ ।। ଅପରଛନିଆକଳା କଟକଟ ରୂପ ଆମରଭାରି କର୍କଶ ହେଲେ ବି ଆମ କଣ୍ଠସ୍ୱରତାକୁ, ଶୁଣି ଭାଙ୍ଗେନି କିଆଜ୍ଞା ମଣିମା ଙ୍କ ପହଡ଼..ବୁଝିପାରୁନି ତଥାପି କାହିଁକିଏତେ ଅନାଦର..!! ମଣିମାଙ୍କ ମନ ମୋହେନି କିକୋଇଲିର ମନ ଭୁଲାଣିଆ ମିଠାସୁରଯେମିତିକି ଖୁବ୍ ଆପଣାର ମନେହୁଅନ୍ତିସ୍ତୁତିର ଗଜରା ପିନ୍ଧାଉଥିବା ଚାଟୁକାରଅଥଚ,ସତ କହୁଥିବା ମଣିଷର କପାଳଚିରକାଳ ଫାଳଫାଳ ।…

ସତ୍ୟ ସାହୁ : କବିତା : ପ୍ରମାଣପତ୍ର

ପ୍ରମାଣପତ୍ର।। ସତ୍ୟ ସାହୁ ।। ଫର୍ଦ୍ଦେ କାଗଜରେ ଲୁଚିଗଲେସକଳ ଶକ୍ତିର ଆଧାରଲେଖାଯାଉ ନିରୁଦ୍ଦିଷ୍ଟ ଉଠ ଘରଚଟିଆ, ଚେମେଣି,ବାଦୁଡିଝିଟିପିଟି, ମୂଷା, ଅସରପା ,ଯେତେ ଏଇ ପ୍ରଜାତିରକ୍ଷେପିଯାଅ ତୀବ୍ରତାରେ-ୟେ ତମ ଆସ୍ଥାନ,ପୃଥିବୀର ବିଛିନ୍ନାଞ୍ଚଳ ସ୍ଥାନନାହିଁ କର ଖଜଣା,ବାକି ଯାହା ପଶୁ ସମାନ ହୋ ଭଗତେ –ରାଜା ଯେ କରିଲେ ଶିକାର। ତୀର ବିଦ୍ଧ ଛାତି ମୃଗରକାହାଳିରେ କମ୍ପିଲା ବନ।…

ଅଶୋକ କୁମାର ପଟ୍ଟନାୟକ : କବିତା : ଇଛାଭିସାର ।

ଇଚ୍ଛାଭିସାର।। ଇଂ. ଅଶୋକ କୁମାର ପଟ୍ଟନାୟକ ।। ଆ’ ତୁ ଆ’…ଆକାଶକୁ ଛୁଇଁବାଚାଲିଯିବା ଦୂର ଦିଗବଳୟକୁନଦୀ, ବନ, ଗିରୀ, ପର୍ବତରସୀମା ଲଂଘିଯିବା…ଆ’ ତୁ ଆ’… ଆକାଶକୁ ଛୁଇଁବା । ଆ’ ଆମେ ଶୂନ୍ୟରେ ପହଁରିବାଡେଣା ନାଇ ଉଡ଼ିଯିବା ଜନ୍ମ-ମୃତ୍ୟୁର ନିରାଟ ସତ୍ୟତା ଠାରୁସହସ୍ର ଯୋଜନ କୋଶ ଯାଇମେଘକୁ ଛୁଇଁବାଢେର୍ ଦୂରକୁ ଚାଲିଯିବାଆ’ ତୁ ଆ’… ଆକାଶକୁ…

ବିମଳ ପତି : କବିତା : ଆସ ଦେଶ ଗଢ଼ିବା

ଆସ ଦେଶ ଗଢ଼ିବା।। ବିମଳ ପତି ।। ଦେଶ ଗଢ଼ିବା ଯଦିଓସହଜ ନୁହେଁତଥାପି ଆସ ଏକାଠି ହେବାଦେଶ କଥା ଭାବିବା। ପାରୁଚ ଯଦିଛାତିକୁ ଇସ୍ପାତ କରରକ୍ତକୁ ଆହୁରି ଉଷ୍ମ କରିଜନ-ଗଣ-ମନ ଗୀତ ଗାଇଉଡ଼ାଅ ତ୍ରିରଙ୍ଗାଗାଅ ଦେଶପ୍ରେମ ଗୀତ। ସବୁ ଗାଁ, ବସ୍ତି, ନଗରସବୁ ଜନପଦକୁ ଚାଲ ଯିବାବିଶ୍ଵାସକୁ କରିବା ଆହୁରି ଗାଢ଼ନିଃଶ୍ୱାସକୁ କରିବା ଆହୁରି ତୀବ୍ରଖୋଜିବା…

ରୀନାରାଣୀ ସ୍ବାଇଁ : କବିତା : କୁହୁଡ଼ି

କୁହୁଡ଼ି।। ରୀନାରାଣୀ ସ୍ୱାଇଁ ।। ସର ସର ଓଦା ପଣତକାନିରେସ୍ବପ୍ନସବୁ ମୋର ପୋଛି ହେଉଛନ୍ତି ଚୁପଚାପ୍,ଏକାନ୍ତରେ…! ଯନ୍ତ୍ରଣା ସବୁକୁ ଡାଏରୀର ଫର୍ଦ୍ଦ ପରିଓଲଟାଇ ଚାଲିଛି ସିନାହେଲେ ସମୟର କଳା କର୍ଦ୍ଦମରେମୋ ଆକାଶ ମଚ ମଚ ଅନ୍ଧାର, ମାଆ..!! ରଙ୍ଗବିରଙ୍ଗୀ କେଇଖଣ୍ଡ ନୋଟର ଚକ୍ରବ୍ୟୁହରେଅଭିମନ୍ୟୁ ହେବାକୁ ପଡିବ ଜାଣିଥିଲେ,ଆସି ନଥାନ୍ତି ଏଇ ପୃଥିବୀକୁ ମାଆ…ଯେଣୁ, ବାଟ ଏଠି…

ଲିପିକା ଦାସ : ଆଲୋଚନା : କବି ସୂର୍ଯ୍ୟ ମିଶ୍ରଙ୍କ ‘ଅନେକ ନିଦ୍ରିତ ଛାଇ’ରେ ଏକ ପାଠକୀୟ ମତ

କବି ସୂର୍ଯ୍ୟ ମିଶ୍ରଙ୍କ ‘ଅନେକ ନିଦ୍ରିତ ଛାଇ’ରେ ଏକ ପାଠକୀୟ ମତ।। ଲିପିକା ଦାସ ।।           ପଢି‌ ନ ଥିବା ବହି  ସବୁବେଳେ ନୂଆ। ସେ ଯେବେ ବି ଛପା ହେଇଥାଉ ନା କାହିଁକି..!! ଏଇ ଯେମିତି ଏବେ ଏବେ ପଢିଲି ଅଗ୍ରଜ ତଥା ଓଡ଼ିଆ କବିତାର ଅନ୍ୟତମ ସମୃଦ୍ଧ ସ୍ରଷ୍ଟା, କବି ସୂର୍ଯ୍ୟ…

ସମ୍ବାଦବିସମ୍ବାଦ : ନଭେମ୍ବର, ୨୦୨୪

ଶିଳ୍ପାଞ୍ଚଳ ଲେଖକ ସମାଜର ପୁସ୍ତକ ଆଦାନ-ପ୍ରଦାନ ଦିବସ ପଞ୍ଚକର ପ୍ରଥମଦିବସ ଏକାଦଶୀ ତିଥିରେ ଶିଳ୍ପାଞ୍ଚଳ ଲେଖକ ସମାଜ ପକ୍ଷରୁ ପ୍ରଥମ କରି ପୁସ୍ତକ ଆଦାନ-ପ୍ରଦାନ ଦିବସ ପାଳିତ ହୋଇଯାଇଛି। ସଭାପତି କବି ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଶାନ୍ତି ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ, ପୁସ୍ତକ…