ସମ୍ପାଦକୀୟ : ଏପ୍ରିଲ୍ ୨୦୨୫
(ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ ‘ଶୁଭ ନବବର୍ଷ’ ଭାବରେ ପାଳନ କରୁଥିବାବେଳେ, ଏଇ ବିଶାଳ ଆର୍ଯ୍ୟ-ଭୂଖଣ୍ଡର ନୂଆବର୍ଷ, ବିଷୁବ ସଂକ୍ରାନ୍ତି ବା ବୈଶାଖମାସର ପ୍ରଥମଦିନଟିକୁ ଆମେ ଖୁବ୍ କୁଣ୍ଠିତ ଭାବରେ…