There are 6 comments

  1. ସମ୍ପାଦକୀୟ ସୁନ୍ଦର ଓ ଶିକ୍ଷଣୀୟ ସହ ଉପସ୍ଥାପନା ଶୈଳୀ ହୃଦୟ ସ୍ପର୍ଶୀ ହୋଇଥିବାରୁ ଅଶେଷ ଅଶେଷ ଶୁଭଛା ଓ ଅଭିନନ୍ଦନ ଆପଣଙ୍କୁ |

    1. ଅଶେଷ ଧନ୍ୟବାଦ, ଆପଣଙ୍କର ବହୁମୂଲ୍ୟ ମନ୍ତବ୍ୟ ପାଇଁ। ଆପଣଂକ ମନ୍ତବ୍ୟ ଚଉକାଠର ମାର୍ଗଦର୍ଶନରେ ସହାୟକ ହେବ। ଅନୁରୋଧ, ଅନ୍ୟ ଲେଖାଗୁଡ଼ିକ ଉପରେ ମଧ୍ୟ ଆପଣଙ୍କର ମନ୍ତବ୍ୟ ରଖିବେ।

  2. ଗ୍ରା :ସରିଫ୍ ପୁର ,ପୋ :ଭଗିବିନ୍ଧା ,ଭୟା :ବାରିକପୁର ବଜାର
    ଜି :ଭଦ୍ରକ -୭୫୬୧୧୨
    ମୋ :୯୯୩୭୯୨୨୬୨୫

  3. ସବୁଥର ପରି ଏଥର ବି ସଂପାଦକୀୟରେ ନିଆରା ଅନୁଚିନ୍ତା l ଜୀବନ ଓ ଜଗତର ମର୍ମଭେଦୀ ଅଭିବ୍ୟକ୍ତି l ଏହାବ୍ୟତୀତ “ଚଉକାଠ” ର ପ୍ରତିଟି ବିଭାଗ ଉଚ୍ଚମାନର l ସମସ୍ତଂକୁ ବହୁତ ବହୁତ ଅଭିନନ୍ଦନ l
    ” ଚଉକାଠ” ର ନିରୁତା ପରିକଳ୍ପନା ପାଇଁ ସଂପାଦକଂକ ସମେତ ପୂରା ଟିମକୁ ଅନେକ ଅନେକ ଶୁଭେଚ୍ଛା 🙏

    1. ଆପଣଙ୍କର ସହୃଦୟ ପାଠକୀୟତା ପାଇଁ ଅଶେଷ ଧନ୍ୟବାଦ ଏବଂ ଶୁଭେଚ୍ଛା। ଆପଣଙ୍କ ସୁନ୍ଦର କବିତା ପାଇଁ ଆମର ଅଭିନନ୍ଦନ ଓ ପୁନଃ ଧନ୍ୟବାଦ।

Leave a Reply

Your email address will not be published. Required fields are marked *