Home » Magazine » ମଧୁରମ୍ ମଧୁରମ୍ ମଧୁରାଂଶ : ଫେବୃଆରୀ ୨୦୨୫ Magazineଚଉକାଠ : FEBRUARY 2025 ମଧୁରମ୍ ମଧୁରମ୍ ମଧୁରାଂଶ : ଫେବୃଆରୀ ୨୦୨୫ Post navigation arrow-leftPrevious PostPreviousଜ୍ଞାନରଞ୍ଜନ ନାୟକ : ଗଳ୍ପ : ରାସ୍ତାarrow-rightNext PostNextସମ୍ପାଦକୀୟ : ଫେବୃଆରୀ ୨୦୨୫
Magazineଚଉକାଠ APRIL 2025 ସମ୍ପାଦକୀୟ : ଏପ୍ରିଲ୍ ୨୦୨୫ (ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ…
Magazineଚଉକାଠ APRIL 2025 କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” । ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା…
ସତରେ ଖୁବ୍ ଆକ୍ରାନ୍ତ କଲା…. ଆକୃଷ୍ଟ କଲା….. ଏ ମାସର ମଧୁରମ୍ ମଧୁରମ୍ ମଧୁରାଂଶ…… ଆନ୍ତରିକ ଅଭିନନ୍ଦନର ସହ ପ୍ରଣାମ 🙏💐💐 Reply
“ଚୌକାଠ” ଏକ ଅଭିନଵ ପ୍ରୟାସ l ମୁଁ ଏହା ସହ ନୂଆକରି ପରିଚୟ ହେଲି ତଥାପି ଏହା ମୋତେ ବେଶ ଭଲ ଲାଗିଲା l “ଚୌକାଠ” ଦୀର୍ଘାୟୁ ହେଉ l Reply
ହଁ.. ଜ୍ଞାନବାବୁ, ଉପଲବ୍ଧ ପ୍ରଯୁକ୍ତି-ବିଜ୍ଞାନର ଉପଯୋଗରେ ଚଉକାଠ ଏକ ପରୀକ୍ଷାମୂଳକ ପଦକ୍ଷେପ। ଆପଣମାନଙ୍କର ସ୍ନେହ ଓ ସହଯୋଗ ପାଇଲେ ଏହା ଆଗକୁ ବଢ଼ିବାର ସାମର୍ଥ୍ୟ ପାଇ ପାରିବ। ବର୍ତ୍ତମାନ ସମୟରେ ସାହିତ୍ୟ ପତ୍ରିକାଟିଏ ମନଯୋଗ ସହକାରେ ପଢ଼ିବା ପାଇଁ ଯେତିକି ସମୟ ଦାବି କରେ, ସେତିକି ସମୟ ଦେବାପାଇଁ ପାଠକେ କୁଣ୍ଠିତ। ଚଉକାଠ ତେଣୁ, କୌଣସି ଅତିରିକ୍ତ ସମୟ ଦାବି ନକରି ବଜାର କରିବାବେଳେ/ ଯାତ୍ରାକାଳରେ/ ଅନ୍ୟକାର୍ଯ୍ୟ କରିବାବେଳେ, ଏପରିକି washroom ରେ ବି earphone/ bluetooth ମାଧ୍ୟମରେ ପାଠକକୁ ସାହିତ୍ୟ ସହ ଜଡ଼ିତ କରି ରଖିବାର ଏକ ମାଧ୍ୟମ ହେଇପାରିବ ବୋଲି ଆମର ବିଶ୍ୱାସ। ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ସମ୍ମାନ। Reply
ମଧୁରମ୍ ମଧୁରମ୍ ମଧୁରାଂଶ ରେ ଏଥର ସ୍ଥାନିତ ପ୍ରତ୍ୟେକ ପଙ୍କ୍ତି କାଳଜୟୀ ସମ୍ପାଦକଙ୍କୁ ଅଜସ୍ର ଅଭିନନ୍ଦନ ସହ ଏଭଳି ସୁନ୍ଦର ଭେଟି ପାଇଁ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ସହ ନମସ୍କାର 🙏🙏 Reply
ଆପଣଙ୍କୁ ଏହି ପ୍ରସ୍ଥ ଭଲଲାଗିଛି ଜାଣି ଅତ୍ୟନ୍ତ ଖୁସି ଲାଗିଲା। ପଢ଼ୁଥାଆନ୍ତୁ ଓ ମତାମତ ଦେଥାଆନ୍ତୁ। ଅଭିନନ୍ଦନ…….. Reply
ସଂପାଦକୀୟ ଉଚ୍ଚ ଚିନ୍ତା ଧାରା ରେ ସମୃଦ୍ଧ। ପଢି ବାକୁ ଓ ଶୁଣି ବାକୁ ଭଲ ଲାଗେ। ଚଉକାଠ ତାର ଜୈତ୍ର ପତାକା ଉଡ଼ାଇ ରଖୁ। ଅଜୟ ମହାନ୍ତି Reply
ଆପଣଂକ ଶୁଭେଚ୍ଛା ଆମର ସାମର୍ଥ୍ୟ। ସହୃଦୟ ପାଠକୀୟତା ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ। ଏମିତି ରହିଥାନ୍ତୁ ସର୍ବଦା ଚଉକାଠ ସହ। Reply
ଗୋଟିଏ ସ୍ବରରୁ ସାହିତ୍ୟ ମହାରଥୀଙ୍କ ସ୍ବରଅଂଶ ମଧୁରମ୍ ମଧୁରମ୍ ମଧୁରଂଶ … ଶୁଣିବାକୁ ଅତି ଚମତ୍କାର। ପ୍ରଶଂସନୀୟ ଓ ଅଭିନନ୍ଦନୀୟ। Reply
ଆପଣଙ୍କର ଏଇ supporting comment ଆମକୁ ଆଉ ଚାରିପାଦ ଆଗେଇ ଯିବାକୁ ସାମର୍ଥ୍ୟ ଯୋଗେଇବ, ନିଃସନ୍ଦେହରେ। ଏମିତି ଆମକୁ ମାନସିକ ସାମର୍ଥ୍ୟ ଦେଉଥାଆନ୍ତୁ। ଅଶେଷ ଧନ୍ୟବାଦ ସହ ସମ୍ମାନ। Reply
ଏ ମାଟିର ବାସ୍ନା ଓ ନିଃଶ୍ବାସକୁ ନେଇ ମଧୁରମ୍ ମଧୁରମ୍ ମଧୁରାଂଶର ସମ୍ପାଦକଙ୍କ ଉଚ୍ଚାରଣରେ ହୃଦୟ ଓ ମସ୍ତିଷ୍କ ଉଭୟ ଆଶ୍ବାସ ଓ ବିଶ୍ୱାସରେ ଭରିଯାଇଥିବାରୁ ମନରେ ପ୍ରକାଶର ପ୍ରକ୍ରିୟା ଶିଖିବାକୁ ବ୍ୟାକୁଳ ନିଶ୍ଚୟ । ଅଶେଷ ଅଶେଷ ଅଭିନନ୍ଦନ ସହିତ କୃତଜ୍ଞତା ମୋର । Reply
ଏ ମାଟିର ବାସ୍ନା ଓ ନିଃଶ୍ବାସକୁ ନେଇ ମଧୁରମ୍ ମଧୁରମ୍ ମଧୁରାଂଶର ସମ୍ପାଦକଙ୍କ ଉଚ୍ଚାରଣରେ ହୃଦୟ ଓ ମସ୍ତିଷ୍କ ଉଭୟ ଆଶ୍ବାସ ଓ ବିଶ୍ୱାସରେ ଭରିଯାଇଥିବାରୁ ମନରେ ପ୍ରକାଶର ପ୍ରକ୍ରିୟା ଶିଖିବାକୁ ବ୍ୟାକୁଳ ନିଶ୍ଚୟ । ଅଶେଷ ଅଶେଷ ଅଭିନନ୍ଦନ ସହିତ କୃତଜ୍ଞତା ମୋର । Reply
There are 14 comments
ସତରେ ଖୁବ୍ ଆକ୍ରାନ୍ତ କଲା….
ଆକୃଷ୍ଟ କଲା…..
ଏ ମାସର ମଧୁରମ୍ ମଧୁରମ୍ ମଧୁରାଂଶ……
ଆନ୍ତରିକ ଅଭିନନ୍ଦନର ସହ ପ୍ରଣାମ 🙏💐💐
ଆପଣଙ୍କ ମନ୍ତବ୍ୟ ଚଉକାଠର ବିଶ୍ୱାସକୁ ସୁଦୃଢ଼ କରିବ। ଏଣୁ ଅଶେଷ ଧନ୍ୟବାଦ ସହ ନମସ୍କାର।
“ଚୌକାଠ” ଏକ ଅଭିନଵ ପ୍ରୟାସ l ମୁଁ ଏହା ସହ ନୂଆକରି ପରିଚୟ ହେଲି ତଥାପି ଏହା ମୋତେ ବେଶ ଭଲ ଲାଗିଲା l
“ଚୌକାଠ” ଦୀର୍ଘାୟୁ ହେଉ l
ହଁ.. ଜ୍ଞାନବାବୁ,
ଉପଲବ୍ଧ ପ୍ରଯୁକ୍ତି-ବିଜ୍ଞାନର ଉପଯୋଗରେ ଚଉକାଠ ଏକ ପରୀକ୍ଷାମୂଳକ ପଦକ୍ଷେପ। ଆପଣମାନଙ୍କର ସ୍ନେହ ଓ ସହଯୋଗ ପାଇଲେ ଏହା ଆଗକୁ ବଢ଼ିବାର ସାମର୍ଥ୍ୟ ପାଇ ପାରିବ।
ବର୍ତ୍ତମାନ ସମୟରେ ସାହିତ୍ୟ ପତ୍ରିକାଟିଏ ମନଯୋଗ ସହକାରେ ପଢ଼ିବା ପାଇଁ ଯେତିକି ସମୟ ଦାବି କରେ, ସେତିକି ସମୟ ଦେବାପାଇଁ ପାଠକେ କୁଣ୍ଠିତ। ଚଉକାଠ ତେଣୁ, କୌଣସି ଅତିରିକ୍ତ ସମୟ ଦାବି ନକରି ବଜାର କରିବାବେଳେ/ ଯାତ୍ରାକାଳରେ/ ଅନ୍ୟକାର୍ଯ୍ୟ କରିବାବେଳେ, ଏପରିକି washroom ରେ ବି earphone/ bluetooth ମାଧ୍ୟମରେ ପାଠକକୁ ସାହିତ୍ୟ ସହ ଜଡ଼ିତ କରି ରଖିବାର ଏକ ମାଧ୍ୟମ ହେଇପାରିବ ବୋଲି ଆମର ବିଶ୍ୱାସ।
ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ସମ୍ମାନ।
ମଧୁରମ୍ ମଧୁରମ୍ ମଧୁରାଂଶ ରେ ଏଥର ସ୍ଥାନିତ ପ୍ରତ୍ୟେକ ପଙ୍କ୍ତି କାଳଜୟୀ
ସମ୍ପାଦକଙ୍କୁ ଅଜସ୍ର ଅଭିନନ୍ଦନ ସହ ଏଭଳି ସୁନ୍ଦର ଭେଟି ପାଇଁ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ସହ ନମସ୍କାର
🙏🙏
ଆପଣଙ୍କୁ ଏହି ପ୍ରସ୍ଥ ଭଲଲାଗିଛି ଜାଣି ଅତ୍ୟନ୍ତ ଖୁସି ଲାଗିଲା।
ପଢ଼ୁଥାଆନ୍ତୁ ଓ ମତାମତ ଦେଥାଆନ୍ତୁ। ଅଭିନନ୍ଦନ……..
ସଂପାଦକୀୟ ଉଚ୍ଚ ଚିନ୍ତା ଧାରା ରେ ସମୃଦ୍ଧ। ପଢି ବାକୁ ଓ ଶୁଣି ବାକୁ ଭଲ ଲାଗେ।
ଚଉକାଠ ତାର ଜୈତ୍ର ପତାକା ଉଡ଼ାଇ ରଖୁ।
ଅଜୟ ମହାନ୍ତି
ଆପଣଂକ ଶୁଭେଚ୍ଛା ଆମର ସାମର୍ଥ୍ୟ।
ସହୃଦୟ ପାଠକୀୟତା ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ। ଏମିତି ରହିଥାନ୍ତୁ ସର୍ବଦା ଚଉକାଠ ସହ।
ଗୋଟିଏ ସ୍ବରରୁ ସାହିତ୍ୟ ମହାରଥୀଙ୍କ ସ୍ବରଅଂଶ
ମଧୁରମ୍ ମଧୁରମ୍ ମଧୁରଂଶ … ଶୁଣିବାକୁ ଅତି ଚମତ୍କାର।
ପ୍ରଶଂସନୀୟ ଓ ଅଭିନନ୍ଦନୀୟ।
ଆପଣଙ୍କର ଏଇ supporting comment ଆମକୁ ଆଉ ଚାରିପାଦ ଆଗେଇ ଯିବାକୁ ସାମର୍ଥ୍ୟ ଯୋଗେଇବ, ନିଃସନ୍ଦେହରେ। ଏମିତି ଆମକୁ ମାନସିକ ସାମର୍ଥ୍ୟ ଦେଉଥାଆନ୍ତୁ। ଅଶେଷ ଧନ୍ୟବାଦ ସହ ସମ୍ମାନ।
ଏ ମାଟିର ବାସ୍ନା ଓ ନିଃଶ୍ବାସକୁ ନେଇ ମଧୁରମ୍ ମଧୁରମ୍ ମଧୁରାଂଶର ସମ୍ପାଦକଙ୍କ ଉଚ୍ଚାରଣରେ ହୃଦୟ ଓ ମସ୍ତିଷ୍କ ଉଭୟ ଆଶ୍ବାସ ଓ ବିଶ୍ୱାସରେ ଭରିଯାଇଥିବାରୁ ମନରେ ପ୍ରକାଶର ପ୍ରକ୍ରିୟା ଶିଖିବାକୁ ବ୍ୟାକୁଳ ନିଶ୍ଚୟ ।
ଅଶେଷ ଅଶେଷ ଅଭିନନ୍ଦନ ସହିତ କୃତଜ୍ଞତା ମୋର ।
ଆପଣଙ୍କର ସହୃଦୟତା ପାଇଁ ଚଉକାଠ କୃତାର୍ଥ ରହିବ।
ଆପଣଙ୍କ ସୁନ୍ଦର ମନ୍ତବ୍ୟ ପାଇଁ ଧନ୍ୟବାଦ ଓ ସମ୍ମାନ।
ଏ ମାଟିର ବାସ୍ନା ଓ ନିଃଶ୍ବାସକୁ ନେଇ ମଧୁରମ୍ ମଧୁରମ୍ ମଧୁରାଂଶର ସମ୍ପାଦକଙ୍କ ଉଚ୍ଚାରଣରେ ହୃଦୟ ଓ ମସ୍ତିଷ୍କ ଉଭୟ ଆଶ୍ବାସ ଓ ବିଶ୍ୱାସରେ ଭରିଯାଇଥିବାରୁ ମନରେ ପ୍ରକାଶର ପ୍ରକ୍ରିୟା ଶିଖିବାକୁ ବ୍ୟାକୁଳ ନିଶ୍ଚୟ ।
ଅଶେଷ ଅଶେଷ ଅଭିନନ୍ଦନ ସହିତ କୃତଜ୍ଞତା ମୋର ।
ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା