Home » Magazine » ମଧୁରମ୍ ମଧୁରମ୍ ମଧୁରାଂଶ : ଜୁଲାଇ ୨୦୨୪ Magazineଚଉକାଠ : JULY 2024 ମଧୁରମ୍ ମଧୁରମ୍ ମଧୁରାଂଶ : ଜୁଲାଇ ୨୦୨୪ Post navigation arrow-leftPrevious PostPreviousକାଶୀନାଥ ନନ୍ଦୀ : ଗଳ୍ପ : କାଠଘୋଡ଼ାarrow-rightNext PostNextସମ୍ପାଦକୀୟ : ଜୁଲାଇ ୨୦୨୪
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ମଧୁରମ୍ ମଧୁରମ୍ ମଧୁରାଂଶ ପୃଷ୍ଠା ଖୁବ୍ ଭାବପୂର୍ଣ୍ଣ ଓ ଭକ୍ତିଭରା ଆବେଗ ନେଇ ପାଠକମାନଙ୍କୁ ନିଶ୍ଚୟ ସ୍ପର୍ଶକରିବ, ଏହା ମୋର ବିଶ୍ବାସ । ଜଗନ୍ନାଥ ଦାସଙ୍କ ଭାଗବତ ଠାରୁ ନେଇ କବି ବିନୋଦଙ୍କ କାବ୍ୟିକ ଶୈଳୀ ଯାଏଁ ଯେଉଁ କାବ୍ୟ, କବିତା, ଗଳ୍ପ ଓ ଉପନ୍ୟାସର ତତ୍ତ୍ଵଭିତ୍ତିକ ମାଧୂର୍ଯ୍ୟ ବାଢ଼ିଛନ୍ତି ତାହା ପ୍ରଣାମ ଯୋଗ୍ୟ ସାର୍। ପ୍ରଣାମସହ ଅଜସ୍ର ଅଭିନନ୍ଦନ ଆପଣଙ୍କୁ…..💐🙏💐। Reply
ମଧୁରମ୍ ମଧୁରମ୍ ମଧୁରାଂଶ ଉପରେ ଆପଣଙ୍କର ମତ ଓ ମନ୍ତବ୍ୟ ଆମକୁ ସାମର୍ଥ୍ୟ ଯୋଗାଇଛି । ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ଆପଣଙ୍କ comments/ feedback ଆଗାମୀ ସଂଖ୍ୟାଗୁଡ଼ିକ ପାଇଁ ଉପଯୋଗୀ। ପୁନଃ ଶୁଭେଚ୍ଛା ଓ ସମ୍ମାନ। Reply
ମଧୁରମ ମଧୁରମ୍ .. ଅଧ୍ୟାୟଟି ଖୁବ୍ ଚମତ୍କାର ହୋଇଛି ।ପୁର୍ବଜ ଙ୍କୁ ପ୍ରଣାମ ସହ, ସମକାଳ କୁ ସମ୍ମାନ ଓ ନବ ପ୍ରଜନ୍ମ ଙ୍କୁ ପ୍ରେରଣା ଦେବାର ଅଭିନବ ପ୍ରୟାସ ଏକ ସତ୍ ପତ୍ରିକାର ପ୍ରାଂଗ୍ୟ ସମ୍ପାଦନା କୁ ଇଙ୍ଗିତ କରେ ,ଚମତ୍କାର ଶୁଭେଚ୍ଛା ” ଚଉକାଠ “ Reply
ଏକ ନୂଆ ପ୍ରକାରର ଉଲ୍ଲେଖ। ଅନେକ ଅଂଶରେ ପୂର୍ଣ୍ଣତା ସିନା ଖୋଜା ନାହିଁ,ଅଥଚ ସବୁ ଉଦ୍ଧାର ଭାରି ମନବର୍ତ୍ତି ଓ ଭାରି ଜୀବନବାଦୀ। ଭାରି ଭଲ ଲାଗିଲା। Reply
ଅଶେଷ ଧନ୍ୟବାଦ ଓ ସମ୍ମାନ ଆପଣଙ୍କର ଦୃଷ୍ଟିଭଙ୍ଗୀକୁ ଓ ଆପଣଙ୍କର ମନନଶୀଳ ଅଭିମତକୁ। ଆପଣଙ୍କର ଏହିପରି ସମର୍ଥନ (support) ଆଗକୁ ବି ଜାରି ରହିବ ବୋଲି ବିଶ୍ୱାସ। 🙏❤️🙏 Reply
There are 5 comments
ମଧୁରମ୍ ମଧୁରମ୍ ମଧୁରାଂଶ ପୃଷ୍ଠା ଖୁବ୍ ଭାବପୂର୍ଣ୍ଣ ଓ ଭକ୍ତିଭରା ଆବେଗ ନେଇ ପାଠକମାନଙ୍କୁ ନିଶ୍ଚୟ ସ୍ପର୍ଶକରିବ, ଏହା ମୋର ବିଶ୍ବାସ । ଜଗନ୍ନାଥ ଦାସଙ୍କ ଭାଗବତ ଠାରୁ ନେଇ କବି ବିନୋଦଙ୍କ କାବ୍ୟିକ ଶୈଳୀ ଯାଏଁ ଯେଉଁ କାବ୍ୟ, କବିତା, ଗଳ୍ପ ଓ ଉପନ୍ୟାସର ତତ୍ତ୍ଵଭିତ୍ତିକ ମାଧୂର୍ଯ୍ୟ ବାଢ଼ିଛନ୍ତି ତାହା ପ୍ରଣାମ ଯୋଗ୍ୟ ସାର୍। ପ୍ରଣାମସହ ଅଜସ୍ର ଅଭିନନ୍ଦନ ଆପଣଙ୍କୁ…..💐🙏💐।
ମଧୁରମ୍ ମଧୁରମ୍ ମଧୁରାଂଶ ଉପରେ ଆପଣଙ୍କର ମତ ଓ ମନ୍ତବ୍ୟ ଆମକୁ ସାମର୍ଥ୍ୟ ଯୋଗାଇଛି । ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ଆପଣଙ୍କ comments/ feedback ଆଗାମୀ ସଂଖ୍ୟାଗୁଡ଼ିକ ପାଇଁ ଉପଯୋଗୀ। ପୁନଃ ଶୁଭେଚ୍ଛା ଓ ସମ୍ମାନ।
ମଧୁରମ ମଧୁରମ୍ .. ଅଧ୍ୟାୟଟି ଖୁବ୍ ଚମତ୍କାର ହୋଇଛି ।ପୁର୍ବଜ ଙ୍କୁ ପ୍ରଣାମ ସହ, ସମକାଳ କୁ ସମ୍ମାନ ଓ ନବ ପ୍ରଜନ୍ମ ଙ୍କୁ ପ୍ରେରଣା ଦେବାର ଅଭିନବ ପ୍ରୟାସ ଏକ ସତ୍ ପତ୍ରିକାର ପ୍ରାଂଗ୍ୟ ସମ୍ପାଦନା କୁ ଇଙ୍ଗିତ କରେ ,ଚମତ୍କାର ଶୁଭେଚ୍ଛା ” ଚଉକାଠ “
ଏକ ନୂଆ ପ୍ରକାରର ଉଲ୍ଲେଖ। ଅନେକ ଅଂଶରେ ପୂର୍ଣ୍ଣତା ସିନା ଖୋଜା ନାହିଁ,ଅଥଚ ସବୁ ଉଦ୍ଧାର ଭାରି ମନବର୍ତ୍ତି ଓ ଭାରି ଜୀବନବାଦୀ। ଭାରି ଭଲ ଲାଗିଲା।
ଅଶେଷ ଧନ୍ୟବାଦ ଓ ସମ୍ମାନ ଆପଣଙ୍କର ଦୃଷ୍ଟିଭଙ୍ଗୀକୁ ଓ ଆପଣଙ୍କର ମନନଶୀଳ ଅଭିମତକୁ। ଆପଣଙ୍କର ଏହିପରି ସମର୍ଥନ (support) ଆଗକୁ ବି ଜାରି ରହିବ ବୋଲି ବିଶ୍ୱାସ।
🙏❤️🙏