There are 9 comments

  1. ମଧୁରମ ମଧୁରମ ରେ ଚମତ୍କାର ଉପସ୍ଥାପନା 🙏
    ସମସ୍ତଙ୍କୁ ହୃଦୟ ରୁ ଶୁଭେଚ୍ଛା 🙏🙏🙏

    1. ମଧୁରଂ ମଧୁରଂ… ର ଉପସ୍ଥାପନା ପ୍ରାୟ ସମସ୍ତଙ୍କୁ ଛୁଉଁଛି, ଯାହା ଆହୁରି ଉତ୍ସାହିତ କରୁଛି ଆମକୁ। ଏଇଭଳି କିଛି ମର୍ମସ୍ପର୍ଶୀ କ୍ଲାସିକ୍ ପଙ୍କ୍ତି, ଧାଡ଼ି ଓ ପଦ ଆପଣମାନେ ମଧ୍ୟ ଚଉକାଠକୁ ଯୋଗେଇ ଦେଇ ପାରିବେ।

      ଏଇ ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ଅଶେଷ ଶୁଭେଚ୍ଛା ଆପଣଙ୍କୁ।

  2. ଏଥରର ମଧୁରମ୍ ମଧୁରମ୍ ମଧୁରାଂଶ ରେ ସ୍ଥାନିତ କବିତା, ଗଳ୍ପ ଓ ଉପନ୍ୟାସ ର ପଂକ୍ତି ଗୁଡ଼ିକ ସତରେ ଖୁବ୍ ମଧୁର

    1. ଏଇ ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ଅଶେଷ ଶୁଭେଚ୍ଛା ଆପଣଙ୍କୁ।

      ମଧୁରଂ ମଧୁରଂ… ର ଉପସ୍ଥାପନା ପ୍ରାୟ ସମସ୍ତଙ୍କୁ ଛୁଉଁଛି, ଯାହା ଆହୁରି ଉତ୍ସାହିତ କରୁଛି ଆମକୁ। ଏଇଭଳି କିଛି ମର୍ମସ୍ପର୍ଶୀ କ୍ଲାସିକ୍ ପଙ୍କ୍ତି, ଧାଡ଼ି ଓ ପଦ ଆପଣମାନେ ମଧ୍ୟ ଚଉକାଠକୁ ଯୋଗେଇ ଦେଇ ପାରିବେ।

      ❤️🌹❤️

  3. ଏଇ ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ଅଶେଷ ଶୁଭେଚ୍ଛା ଆପଣଙ୍କୁ।

    ମଧୁରଂ ମଧୁରଂ… ର ଉପସ୍ଥାପନା ପ୍ରାୟ ସମସ୍ତଙ୍କୁ ଛୁଉଁଛି, ଯାହା ଆହୁରି ଉତ୍ସାହିତ କରୁଛି ଆମକୁ। ଏଇଭଳି କିଛି ମର୍ମସ୍ପର୍ଶୀ କ୍ଲାସିକ୍ ପଙ୍କ୍ତି, ଧାଡ଼ି ଓ ପଦ ଆପଣମାନେ ମଧ୍ୟ ଚଉକାଠକୁ ଯୋଗେଇ ଦେଇ ପାରିବେ।

    ❤️🌹❤️

    1. ଆପଣଙ୍କୁ ଅଶେଷ ଧନ୍ୟବାଦ, ଏଇ ବାର୍ତ୍ତା ଲାଗି।
      🙏🌹🙏

      1. ଖୁଵ ସୁନ୍ଦର ପ୍ରୟାସ ହେଇଛି ବନ୍ଧୁ ତ୍ରିନାଥ!

        “ଚୌକାଠ” ସମସ୍ତଙ୍କ ହୃଦୟକୁ ଛୁଇଁବ ନିଶ୍ଚୟ l

        — ଜ୍ଞାନରଞ୍ଜନ ନାୟକ
        ଭୁବନେଶ୍ୱର

  4. ମଧୁରମ୍ ମଧୁରମ୍ ମଧୁରାଂଶରେ ସମ୍ପାଦକ ତ୍ରିନାଥ ସିଂହ ମହୋଦୟ, ଗାଳ୍ପିକ ଔପନ୍ୟାସିକ କବି ସମୂହଙ୍କ ମନର ସୁକ୍ଷ୍ମଭାବନାକୁ ଏତେ ସୁନ୍ଦର ଭାବେ ବ୍ୟକ୍ତ କରନ୍ତି ଯେ ସମସ୍ତେ ଅଭିଭୂତ ହେବା ସ୍ବାଭାବିକ। ଗଣେଶଙ୍କ ବ୍ରହ୍ମାଣ୍ଡ ଭ୍ରମଣ ପରି, ଲେଖକର ପଦେ ଲେଖା ଉଦ୍ଧାର କରି ସମ୍ପୂର୍ଣ୍ଣ ତତ୍ତ୍ଵ ପ୍ରଦାନ କରିବାରେ ସାର୍ ସିଦ୍ଧହସ୍ତ। ପ୍ରଣାମ ସାର୍ 🙏💐

Leave a Reply

Your email address will not be published. Required fields are marked *