Home » Magazine » ମଧୁରମ୍ ମଧୁରମ୍ ମଧୁରାଂଶ : ଅଗଷ୍ଟ ୨୦୨୪ Magazineଚଉକାଠ : AUGUST 2024 ମଧୁରମ୍ ମଧୁରମ୍ ମଧୁରାଂଶ : ଅଗଷ୍ଟ ୨୦୨୪ Post navigation arrow-leftPrevious PostPreviousପ୍ରତାପ କୁମାର ପଣ୍ଡା : ଆଲୋଚନା : କବିର ଭାବଭୂମିରେ କବିତାarrow-rightNext PostNextସମ୍ପାଦକୀୟ : ଅଗଷ୍ଟ ୨୦୨୪
Magazineଚଉକାଠ APRIL 2025 ସମ୍ପାଦକୀୟ : ଏପ୍ରିଲ୍ ୨୦୨୫ (ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ…
Magazineଚଉକାଠ APRIL 2025 କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” । ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା…
ଚର୍ଯ୍ୟା ଯୁଗରୁ ଆଜିଯାଏ ଅଳ୍ପ ଅଳ୍ପ କବିତା, ଉପନ୍ୟାସ, ଗଳ୍ପ , କି ସୁନ୍ଦର ଉପସ୍ଥାପନା! ମଧୁରଂ ମଧୁରଂ ମଧୁରାଂଶ ସବୁବେଳେ ଭଲ ଲାଗେ 🙏🙏 Reply
ଆମ ସାହିତ୍ୟର ଅଭୁଲା ଓ ଅଲିଭା ପଙ୍କ୍ତିଗୁଡ଼ିକୁ ମନେପକେଇବା ଆମର ଧ୍ୟେୟ, କାରଣ ସେଇସବୁ ହିଁ ଆମର ମଜବୁତ୍ ଭିତ୍ତି… ଆମ ସାହିତ୍ୟର, ସଂସ୍କୃତିର, ଐତିହ୍ୟର ଓ ସ୍ବାଭିମାନର। ସେଇ ସବୁ ବି ଆମର ପରିଚୟ। ଆପଣଙ୍କୁ ଭଲଲାଗୁଛି, ଏହା ହିଁ ଆମର ସଫଳତା। ଧନ୍ୟବାଦ। Reply
ଚଉକଠ ଡେଇଁ ଭିତରକୁ ପ୍ରବେଶ କଲେ ପ୍ରଥମେ ଏହି ମଧୁରମ୍ ମଧୁରମ୍ ମଧୁରାଂଶ ପାଖେ ଦୃଷ୍ଟି ଆକର୍ଷି ଯାଏ। ଏତେ ସୁନ୍ଦର ଭାବପୂର୍ଣ୍ଣ ସଂଗୃହିତ ତଥ୍ୟ ଖୁବ୍ ଗୁଡ଼ାଏ ଜାଣିବାରେ ସାହାଯ୍ୟ କରେ। ସଂପାଦକ ମହୋଦୟଙ୍କୁ କୃତଜ୍ଞତାର ସହ ପ୍ରଣାମ 🙏💐💐 Reply
ଏଇ ସବୁ ତ ମଜବୁତ୍ ଭିତ୍ତି… ଆମ ସାହିତ୍ୟର, ସଂସ୍କୃତିର, ଐତିହ୍ୟର ଓ ସ୍ବାଭିମାନର। ଏଇ ସବୁ ଆମର ପରିଚୟ ବି। ଆପଣଙ୍କୁ ଭଲଲାଗୁଛି, ଏହା ହିଁ ଆମର ସନ୍ତୁଷ୍ଟି। ସଧନ୍ୟବାଦ ଶୁଭେଚ୍ଛା। ଆପଣଙ୍କ କବିତା ଚଉକାଠର ଏହି ସଂଖ୍ୟାର ମାନବୃଦ୍ଧି କରିଥିବା ହେତୁ ପୁନଃ ଅଭିନନ୍ଦନ ଓ ଧନ୍ୟବାଦ। Reply
ମଧୁରମ ମଧୁରମ ମଧୁରାଂଶରେ ଚର୍ଯ୍ୟା ପଦର ଯାତ୍ରା ଆହତରୁ ଅନାହାତ ଯାଏଁ ଛୁଇଁଛି। ସଂଗ୍ରହ ଓ ଉପସ୍ଥାପନା ଯେତିକି କଷ୍ଟ ସାଧ୍ୟ୍ୟ ସେତିକି ସୁମଧୁର। ସମ୍ପାଦକଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରୁଛି। Reply
ଏହି ସ୍ତମ୍ଭରେ ସ୍ଥାନିତ ଆପଣଙ୍କ କବିତାପଙ୍କ୍ତି ଏହି ସଂଖ୍ୟା ଚଉକାଠକୁ ଗୌରବାନ୍ଵିତ କରିଛି। ଏଥିପାଇଁ ଧନ୍ୟବାଦ ସହ ଶୁଭେଚ୍ଛା। ଆପଣଙ୍କ ସକାରାତ୍ମକ ମତାମତ ଆମର ସାମର୍ଥ୍ୟ। ଚଉକାଠର ଆନ୍ତରିକ ଶୁଭକାମନା। Reply
There are 6 comments
ଚର୍ଯ୍ୟା ଯୁଗରୁ ଆଜିଯାଏ ଅଳ୍ପ ଅଳ୍ପ କବିତା, ଉପନ୍ୟାସ, ଗଳ୍ପ ,
କି ସୁନ୍ଦର ଉପସ୍ଥାପନା!
ମଧୁରଂ ମଧୁରଂ ମଧୁରାଂଶ
ସବୁବେଳେ ଭଲ ଲାଗେ
🙏🙏
ଆମ ସାହିତ୍ୟର ଅଭୁଲା ଓ ଅଲିଭା ପଙ୍କ୍ତିଗୁଡ଼ିକୁ ମନେପକେଇବା ଆମର ଧ୍ୟେୟ, କାରଣ ସେଇସବୁ ହିଁ ଆମର ମଜବୁତ୍ ଭିତ୍ତି… ଆମ ସାହିତ୍ୟର, ସଂସ୍କୃତିର, ଐତିହ୍ୟର ଓ ସ୍ବାଭିମାନର। ସେଇ ସବୁ ବି ଆମର ପରିଚୟ।
ଆପଣଙ୍କୁ ଭଲଲାଗୁଛି, ଏହା ହିଁ ଆମର ସଫଳତା। ଧନ୍ୟବାଦ।
ଚଉକଠ ଡେଇଁ ଭିତରକୁ ପ୍ରବେଶ କଲେ ପ୍ରଥମେ ଏହି
ମଧୁରମ୍ ମଧୁରମ୍ ମଧୁରାଂଶ ପାଖେ ଦୃଷ୍ଟି ଆକର୍ଷି ଯାଏ। ଏତେ ସୁନ୍ଦର ଭାବପୂର୍ଣ୍ଣ ସଂଗୃହିତ ତଥ୍ୟ ଖୁବ୍ ଗୁଡ଼ାଏ ଜାଣିବାରେ ସାହାଯ୍ୟ କରେ। ସଂପାଦକ ମହୋଦୟଙ୍କୁ କୃତଜ୍ଞତାର ସହ ପ୍ରଣାମ 🙏💐💐
ଏଇ ସବୁ ତ ମଜବୁତ୍ ଭିତ୍ତି… ଆମ ସାହିତ୍ୟର, ସଂସ୍କୃତିର, ଐତିହ୍ୟର ଓ ସ୍ବାଭିମାନର। ଏଇ ସବୁ ଆମର ପରିଚୟ ବି।
ଆପଣଙ୍କୁ ଭଲଲାଗୁଛି, ଏହା ହିଁ ଆମର ସନ୍ତୁଷ୍ଟି। ସଧନ୍ୟବାଦ ଶୁଭେଚ୍ଛା।
ଆପଣଙ୍କ କବିତା ଚଉକାଠର ଏହି ସଂଖ୍ୟାର ମାନବୃଦ୍ଧି କରିଥିବା ହେତୁ ପୁନଃ ଅଭିନନ୍ଦନ ଓ ଧନ୍ୟବାଦ।
ମଧୁରମ ମଧୁରମ ମଧୁରାଂଶରେ ଚର୍ଯ୍ୟା ପଦର ଯାତ୍ରା ଆହତରୁ ଅନାହାତ ଯାଏଁ ଛୁଇଁଛି। ସଂଗ୍ରହ ଓ ଉପସ୍ଥାପନା ଯେତିକି କଷ୍ଟ ସାଧ୍ୟ୍ୟ ସେତିକି ସୁମଧୁର। ସମ୍ପାଦକଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରୁଛି।
ଏହି ସ୍ତମ୍ଭରେ ସ୍ଥାନିତ ଆପଣଙ୍କ କବିତାପଙ୍କ୍ତି ଏହି ସଂଖ୍ୟା ଚଉକାଠକୁ ଗୌରବାନ୍ଵିତ କରିଛି। ଏଥିପାଇଁ ଧନ୍ୟବାଦ ସହ ଶୁଭେଚ୍ଛା। ଆପଣଙ୍କ ସକାରାତ୍ମକ ମତାମତ ଆମର ସାମର୍ଥ୍ୟ।
ଚଉକାଠର ଆନ୍ତରିକ ଶୁଭକାମନା।