Home » Magazine » ବିଶେଷ ପ୍ରତିବେଦନ : ଅମ୍ଳାନ ଚନ୍ଦ୍ର : ରମେଶ ଚନ୍ଦ୍ର Magazineଚଉକାଠ SEPTEMBER 2024 ବିଶେଷ ପ୍ରତିବେଦନ : ଅମ୍ଳାନ ଚନ୍ଦ୍ର : ରମେଶ ଚନ୍ଦ୍ର ସ୍ବର୍ଗତଃ ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ Post navigation arrow-leftPrevious PostPreviousସମ୍ବାଦବିସମ୍ବାଦ : ସେପ୍ଟେମ୍ବର ୨୦୨୪arrow-rightNext PostNextଭଗବାନ ପଣ୍ଡା ଭଗତ : କବିତା : ନାରୀଟିଏ
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
Bhagaban Panda Bhagat September 19, 2024 at 4:46 pm ” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି । ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ Reply
ସ୍ନେହ ବତ୍ସଳ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ କଳା ସଂସ୍କୃତି ସାହିତ୍ୟ ଓ ସମାଜ ସେବାର ପ୍ରତିଟି ସ୍ପନ୍ଦନ ରେ ସ୍ପନ୍ଦିତ ଯାହାଙ୍କ ପ୍ରାଣ। ହସ ହସ ମୁହଁରେ ସମସ୍ତଙ୍କୁ ଆପଣାର କରିପାରୁଥିବା ମଣିଷ ଅମ୍ଳାନ ପ୍ରତିଭା କବି ରମେଶ ଚନ୍ଦ୍ର ବେହେରା ଚିର ନମସ୍ୟ। କବି ତ୍ରିନାଥ ସିଂହ ଙ୍କ ପ୍ରାକ୍ କଥନ ଓ ଉପସ୍ଥାପନା ବେସ୍ ଭାବପ୍ରବଣ। ଅମ୍ଳାନ ଚନ୍ଦ୍ର କବି ରମେଶ ଚନ୍ଦ୍ର ଙ୍କୁ ସମର୍ପିତ ମାମ୍ ରଶ୍ମି ସାହୁ ଓ ପ୍ରତାପ ବାବୁଙ୍କ କବିତା ହୃଦୟ କୁ ଛୁଇଁ ଥିଲା। Reply
There are 2 comments
Bhagaban Panda Bhagat
September 19, 2024 at 4:46 pm
” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି ।
ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ
ସ୍ନେହ ବତ୍ସଳ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ କଳା ସଂସ୍କୃତି ସାହିତ୍ୟ ଓ ସମାଜ ସେବାର ପ୍ରତିଟି ସ୍ପନ୍ଦନ ରେ ସ୍ପନ୍ଦିତ ଯାହାଙ୍କ ପ୍ରାଣ। ହସ ହସ ମୁହଁରେ ସମସ୍ତଙ୍କୁ ଆପଣାର କରିପାରୁଥିବା ମଣିଷ ଅମ୍ଳାନ ପ୍ରତିଭା କବି ରମେଶ ଚନ୍ଦ୍ର ବେହେରା ଚିର ନମସ୍ୟ।
କବି ତ୍ରିନାଥ ସିଂହ ଙ୍କ ପ୍ରାକ୍ କଥନ ଓ ଉପସ୍ଥାପନା ବେସ୍ ଭାବପ୍ରବଣ। ଅମ୍ଳାନ ଚନ୍ଦ୍ର କବି ରମେଶ ଚନ୍ଦ୍ର ଙ୍କୁ ସମର୍ପିତ ମାମ୍ ରଶ୍ମି ସାହୁ ଓ ପ୍ରତାପ ବାବୁଙ୍କ କବିତା ହୃଦୟ କୁ ଛୁଇଁ ଥିଲା।