Last three lines are superb.
” Niriha papo” is a new coinage of word and very challenging , very smart for interpretatation.
“Alingi neichhi’ is another such coinage, very close and dear to heart.
But I missed the main theme, may be due to my lack of ‘poetic Knowledge”
Your have observed the poem minutely from every corner and commented thereon, which is very much appreciable. Yes Mam, poetry itself creates new coinage of words to express the feelings of its poetic horizon; and poet Maharana is a respectable and renowned poet of our time.
There are 18 comments
ଭାବଗର୍ଭା ଆବେଦନ ଖୁବ ସୁସ୍ପଷ୍ଟ,
କାବ୍ୟିକ ଆବେଗର ଅନନ୍ୟ ଉନ୍ମେଷ, 👌
ନିଶ୍ଚିତ ଭାବରେ କବିଙ୍କ କାବ୍ୟଦୃଷ୍ଟି ଅନନ୍ୟ ଓ ପ୍ରଶଂସନୀୟ। ମନ୍ତବ୍ୟ ପାଇଁ ଧନ୍ୟବାଦ ଜଣାଉଛି।
କାବ୍ୟିକ ଆବେଗର ଅନନ୍ୟ ଉତ୍ତରଣ 👌
ଶୁଭେଚ୍ଛା ଓ ସମ୍ମାନ।
ଚେତନାର ଚିତ୍ରପଟରେ ରଙ୍ଗଭରି
ମୋ ଭିତରେ ଲୁଚିଥିବା
ଆଲୁଅର ଭାବଭୂମି ଖୋଜିବାକୁ
Best line
କବି ସୌଭାଗ୍ୟବନ୍ତ ସବୁବେଳେ ରହସ୍ୟର କଥା କହନ୍ତି,
ଆଉ ଏ କବିତା ଆଉ ଟିକିଏ ପାହାଚ ଅତିକ୍ରମ କରିଛି,
କବିତା ଭିତରେ ଚିତ୍ର ଦୃଶ୍ୟ ହେଉଛି
କବିତାରେ କିନ୍ତୁ ସାଙ୍ଗୀଚିକତା ଓ ସାବଳୀଳତା ର ଅଭାବ ରହିଛି,
ଅବସୋସ, ଅବଶୋଷ ନୁହେଁ
ଅଶେଷ ହାର୍ଦ୍ଦିକ କୃତଜ୍ଞତା ଆପଣଙ୍କୁ ସୁଚିନ୍ତିତ ଅଭିମତ ପାଇଁ। ମୋ କବିତା ଭିତରେ ଲାଳିତ୍ଯ ଅଛି।
ଆବେଗର ଭାବାବେଶ ଖୁବ ଉଚାଙ୍ଗ
Last three lines are superb.
” Niriha papo” is a new coinage of word and very challenging , very smart for interpretatation.
“Alingi neichhi’ is another such coinage, very close and dear to heart.
But I missed the main theme, may be due to my lack of ‘poetic Knowledge”
However Congratulation, my dear poet.
Your have observed the poem minutely from every corner and commented thereon, which is very much appreciable. Yes Mam, poetry itself creates new coinage of words to express the feelings of its poetic horizon; and poet Maharana is a respectable and renowned poet of our time.
Thank you very much ma’am.
🙏🙏🙏
ଚମତ୍କାର ସୃଷ୍ଟି
ବହୁତ ଭଲ ଲାଗିଲା
ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ ସାର୍
🙏🙏
ଚମତ୍କାର ଲାଗିଲା ସାର୍ ଆପଣଙ୍କ ଅବଶୋଷର ଶବ୍ଦ ଗୁଚ୍ଛ। ପ୍ରଣାମ 🙏
ଧନ୍ୟବାଦ ସହ ଶୁଭେଚ୍ଛା
ଆପଣ ତ’ ସବୁବେଳେ ଭଲ ହିଁ ଲେଖନ୍ତି! ଏହା ବି ଗୋଟିଏ।
ଧନ୍ୟବାଦ କବି
ମନମୁଗ୍ଧକର କବିତା l ସାର 🙏
ମତାମତ ପାଇଁ ଅଶେଷ ଧନ୍ୟବାଦ
ବିବିଧଙ୍କ ଗପ, କଵି ସୌଭାଗ୍ୟବନ୍ତଙ୍କ କବିତା ବେଶ ମନକୁ ଛୁଇଁଲା, ସମସ୍ତଙ୍କୁ ଅଭିନନ୍ଦନ, ଡଃ. ସୁରେଶ ଛୋଟରାୟ