Home » Magazine » ମୀନକେତନ ପଶାୟତ : କବିତା : କାଠି ବିକୁଥିବା ବୁଢ଼ୀ

ମୀନକେତନ ପଶାୟତ : କବିତା : କାଠି ବିକୁଥିବା ବୁଢ଼ୀ

There are 5 comments

  1. ହୃଦୟସ୍ପର୍ଶୀ କବିତା
    ନମସ୍କାର ସାର୍
    ଯେତେ ଶୁଣିଥିଲେ ବି ଆଉଥରେ ଶୁଣିବାକୁ ଇଛା ହୁଏ
    ବହୁତ ଭଲ ଲାଗିଲା
    🙏🙏

    1. ମୀନକେତନ ସାରଙ୍କର ଏହା ଏକ ବହୁ ଆଦୃତ କବିତା। ଆପଣଙ୍କ ମତାମତ ନିଶ୍ଚିତ ରୂପେ ଉତ୍ସାହପ୍ରଦ।

  2. ମୀନକେତନ ସାରଙ୍କ କବିତା ଖୁବ୍ ଚମତ୍କାର ଓ ହୃଦୟସ୍ପର୍ଶି । ଏ କବିତା ପ୍ରକୃତରେ ଏକ ବାସ୍ତବଧର୍ମୀ କବିତା। ସାରଙ୍କ ଭାବାବେଗପୂର୍ଣ୍ଣ କବିତା ଆବୃତି ସାଙ୍ଗକୁ ସଂଯୋଜିତ ଚିତ୍ରକଳ୍ପ ଓ ପ୍ରଚ୍ଛଦ ସଂଗୀତ କବିତାକୁ ଅତ୍ୟନ୍ତ ମାର୍ମିକ କରିଦେଇଛି । ଚଉକାଠର ସମ୍ପାଦକ, ପ୍ରକାଶକ ଏବଂ ମୋର ପ୍ରଣମ୍ୟ ମୀନକେତନ ସାରଙ୍କୁ ଶୁଭକାମନା ।

  3. ଆପଣଙ୍କ ପାଠକୀୟତା ସହ ପାଠକୀୟ ଶ୍ରଦ୍ଧା ଆମ ପାଇଁ ଖୁବ୍ ପ୍ରେରଣାଦାୟକ।
    ମୋର ଶୁଭେଚ୍ଛା ଓ ସମ୍ମାନ ଜଣାଉଛି। କବିଙ୍କୁ ନିଜର ମତ ରଖିବା ପାଇଁ ନିଶ୍ଚୟ ଅନୁରୋଧ କରିବୁ।

  4. ମୋ କବିତା,ଆପଣ ମାନଙ୍କୁ ଭଲ ଲାଗିଲା ,ଏହା ମୋର ଅହୋ ଭାଗ୍ୟ ଓ କବିତାର ନିୟତି ।ଆପଣ ମାନଙ୍କୁ ପ୍ରଣାମ ସହ କୃତଜ୍ଞତା ଜଣାଉଛି ,ମୁ ଆହୁରି କୃତଞ ପ୍ରିୟ ସଂପାଦକଙ୍କ ପାଖରେ ଯିଏ” ଚଉକାଠ” ରେ ଫୁଲର ମାଳ ଓହଲାଇବା ପାଇଁ ମୋତେ ଫୁଲଟିଏ କରି ଚୟଙ୍କରିଥିବାରୁ ।

Leave a Reply

Your email address will not be published. Required fields are marked *