Home » Magazine » ଆଲୋଚନା : କବିର ଭାବଭୂମିରେ କବିତା : କବି ବିପିନ୍ ନାୟକ Magazineଚଉକାଠ OCTOBER 2024 ଆଲୋଚନା : କବିର ଭାବଭୂମିରେ କବିତା : କବି ବିପିନ୍ ନାୟକ Post navigation arrow-leftPrevious PostPreviousବିଷ୍ଣୁପଦ ସିଂହଦେଓ : ସ୍ବତନ୍ତ୍ର କବିତା : ଚଲ୍ ଗୋ ପରବ୍ ଦେଖବାarrow-rightNext PostNextମଧୁରମ୍ ମଧୁରମ୍ ମଧୁରାଂଶ : ଅକ୍ଟୋବର ୨୦୨୪
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ବିଶିଷ୍ଟ କବି ବିପିନ୍ ନାୟକଙ୍କ ଠାରୁ ହ୍ବାଟ୍ସପ୍ ମାଧ୍ୟମରେ ପ୍ରାପ୍ତ ମନ୍ତବ୍ୟ : ଚମତ୍କାର ପରିକଳ୍ପନା ଓ ସମ୍ପାଦନା, ସଫଳତା କାମନା କରୁଛି । ଅତୁଳନୀୟ ଏ ସମ୍ପାଦନା ଓ ସୃଜନ ନିଷ୍ଠା । ଆଗରୁ ଏତେ ଖୁସି ମିଳିନଥିଲା ମୋତେ କୌଣସି ପ୍ରକାଶନରୁ । ଚୌକାଠ ନିଶ୍ଚୟ ଆଉ ଏକ ଦ୍ବାର ଖୋଲିବ ଆମ ସାହିତ୍ୟର । ଅଶେଷ ଧନ୍ୟବାଦ । Reply
କବିଙ୍କର ଯାତ୍ରାର କେତୋଟି ପାଦ ଓ ଷଡଜ ପଢ଼ିଛି । କବିଙ୍କ କହିବା ପରି କବିତାର କୁହୁଡି କୁଳୁ କୁଳୁ ବହେ ପାଠକକୁ ଆଛନ୍ନ କରେ । ପ୍ରାୟ ୯ ମିନିଟର ଏ ସ୍ୱିକରୋକ୍ତି ସତରେ ମୁଗ୍ଧ କଲା । 🙏 Reply
କବି ବିପିନ୍ ନାୟକ ଙ୍କୁ ପ୍ରଣାମ। କବି କବିତାରେ ପ୍ରକଟିତ କରିଥାନ୍ତି ବାସ୍ତବତା ର ଛବି। ପ୍ରେମ ଆନନ୍ଦ ଜୀବନ ସଙ୍ଗୀତ ସବୁକିଛି ଭରିଥାଏ ତାଙ୍କରି ଶବ୍ଦ ତରଙ୍ଗରେ ଯାହାକି ମନ୍ତ୍ରମୁଗ୍ଧ କରେ କେବଳ ମତେ ନୁହେଁ ସମସ୍ତ ପାଠକଙ୍କୁ। ଅଶେଷ ଧନ୍ୟବାଦ ଚଉକଠା ର ସମ୍ପାଦକ କବି ଶ୍ରୀ ତ୍ରିନାଥ ସିଂହ ଙ୍କୁ। ଅନେକ ଅନେକ ଶୁଭେଚ୍ଛା କବି ବିପିନ୍ ନାୟକ ଙ୍କୁ। ବହୁତ ଭଲ ଲାଗିଲା। Reply
There are 4 comments
ବିଶିଷ୍ଟ କବି ବିପିନ୍ ନାୟକଙ୍କ ଠାରୁ ହ୍ବାଟ୍ସପ୍ ମାଧ୍ୟମରେ ପ୍ରାପ୍ତ ମନ୍ତବ୍ୟ :
ଚମତ୍କାର ପରିକଳ୍ପନା ଓ ସମ୍ପାଦନା, ସଫଳତା କାମନା କରୁଛି । ଅତୁଳନୀୟ ଏ ସମ୍ପାଦନା ଓ ସୃଜନ ନିଷ୍ଠା । ଆଗରୁ ଏତେ ଖୁସି ମିଳିନଥିଲା ମୋତେ କୌଣସି ପ୍ରକାଶନରୁ । ଚୌକାଠ ନିଶ୍ଚୟ ଆଉ ଏକ ଦ୍ବାର ଖୋଲିବ ଆମ ସାହିତ୍ୟର । ଅଶେଷ ଧନ୍ୟବାଦ ।
କବିଙ୍କର ଯାତ୍ରାର କେତୋଟି ପାଦ ଓ ଷଡଜ ପଢ଼ିଛି ।
କବିଙ୍କ କହିବା ପରି କବିତାର କୁହୁଡି କୁଳୁ କୁଳୁ ବହେ ପାଠକକୁ ଆଛନ୍ନ କରେ । ପ୍ରାୟ ୯ ମିନିଟର ଏ ସ୍ୱିକରୋକ୍ତି ସତରେ ମୁଗ୍ଧ କଲା । 🙏
କବି ବିପିନ୍ ନାୟକ ଙ୍କୁ ପ୍ରଣାମ।
କବି କବିତାରେ ପ୍ରକଟିତ କରିଥାନ୍ତି ବାସ୍ତବତା ର ଛବି। ପ୍ରେମ ଆନନ୍ଦ ଜୀବନ ସଙ୍ଗୀତ ସବୁକିଛି ଭରିଥାଏ ତାଙ୍କରି ଶବ୍ଦ ତରଙ୍ଗରେ ଯାହାକି ମନ୍ତ୍ରମୁଗ୍ଧ କରେ କେବଳ ମତେ ନୁହେଁ ସମସ୍ତ ପାଠକଙ୍କୁ। ଅଶେଷ ଧନ୍ୟବାଦ ଚଉକଠା ର ସମ୍ପାଦକ କବି ଶ୍ରୀ ତ୍ରିନାଥ ସିଂହ ଙ୍କୁ। ଅନେକ ଅନେକ ଶୁଭେଚ୍ଛା କବି ବିପିନ୍ ନାୟକ ଙ୍କୁ। ବହୁତ ଭଲ ଲାଗିଲା।
ଭୂମିରୁ ଭୂମା ଯାଏଁ ଆକୃଷ୍ଟ କରୁଥିବା ଏକ ସ୍ଵର, ସାର୍ ବିପିନ୍ ନାୟକ ମହୋଦୟ….. ପ୍ରଣାମ ସାର୍ 💐🙏💐