Home » Magazine » ବିଶେଷ ପ୍ରତିବେଦନ : ଅମ୍ଳାନ ଚନ୍ଦ୍ର : ରମେଶ ଚନ୍ଦ୍ର

ବିଶେଷ ପ୍ରତିବେଦନ : ଅମ୍ଳାନ ଚନ୍ଦ୍ର : ରମେଶ ଚନ୍ଦ୍ର

ସ୍ବର୍ଗତଃ ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ

There are 2 comments

  1. Bhagaban Panda Bhagat
    September 19, 2024 at 4:46 pm
    ” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି ।
    ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ

  2. ସ୍ନେହ ବତ୍ସଳ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱ କଳା ସଂସ୍କୃତି ସାହିତ୍ୟ ଓ ସମାଜ ସେବାର ପ୍ରତିଟି ସ୍ପନ୍ଦନ ରେ ସ୍ପନ୍ଦିତ ଯାହାଙ୍କ ପ୍ରାଣ। ହସ ହସ ମୁହଁରେ ସମସ୍ତଙ୍କୁ ଆପଣାର କରିପାରୁଥିବା ମଣିଷ ଅମ୍ଳାନ ପ୍ରତିଭା କବି ରମେଶ ଚନ୍ଦ୍ର ବେହେରା ଚିର ନମସ୍ୟ।
    କବି ତ୍ରିନାଥ ସିଂହ ଙ୍କ ପ୍ରାକ୍ କଥନ ଓ ଉପସ୍ଥାପନା ବେସ୍ ଭାବପ୍ରବଣ। ଅମ୍ଳାନ ଚନ୍ଦ୍ର କବି ରମେଶ ଚନ୍ଦ୍ର ଙ୍କୁ ସମର୍ପିତ ମାମ୍ ରଶ୍ମି ସାହୁ ଓ ପ୍ରତାପ ବାବୁଙ୍କ କବିତା ହୃଦୟ କୁ ଛୁଇଁ ଥିଲା।

Leave a Reply

Your email address will not be published. Required fields are marked *