True definition of true love which we got from our parents but we forgot as we got that blessings without any effort.
Nice presentation that makes fruitful the actual information about the story
We salute your creativity
Thanks a lot Madam…
That’s the intention of the storyline, to creat an acute sense on this burning issue, with literary gesture.
Thanks for your support and words of appreciation.
Dear Monalisa , thank you very much for making a perfect list of Priority of life where love is placed, where it should be. You have attached exact importance, not more and not less which will definitely wash away the craze and blindness.
Love is really beautiful when it is seen with clarity in thought and never at the cost of your family.
There are 20 comments
Wow, beautiful.
Short but impactful.
Girls who are blind in sensual love should read this short story.
You have really noticed the intention of writing this kind of story
Thank you
Many a thanks for your sweet comment dear Pratapji. Hope to get such constructive comnents on other write-up too.
Have a very nice day.
ଅତି ଚମତ୍କାର କାହାଣୀ ଯାହା ହୃଦୟ ସ୍ପର୍ଶୀ !!!! ଗୋଟିଏ ଅନ୍ଧ ପ୍ରେମ ପାଗଳି କୁ କିପରି ଆଲୋକର ରାସ୍ତା ଉପରକୁ ଅଣାଯାଇଥିଲା । ତାହା ଦେଖିବା କଥା …….👌👌👌👌
ନବପ୍ରଜନ୍ମର ପିଲାମାନଙ୍କୁ ପ୍ରକୃତ ପ୍ରେମର ଏକ ଚମତ୍କାର ପରିଭାଷା ଦେଇଛନ୍ତି, ଏହି ଗଳ୍ପରେ ଗାଳ୍ପିକା ମୋନାଲିସା। ବର୍ତମାନର ପିଲାମାନେ ଓ ଆମେ ସମସ୍ତେ ଏ ଗଳ୍ପ ପଢ଼ିବା ଓ ହୃଦୟଙ୍ଗମ କରିବା ଉଚିତ୍।
ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଆପଣଙ୍କୁ।
ନମସ୍କାର ମ୍ୟାଡାମ୍ 🙏।
ଗଳ୍ପର ତତ୍ତ୍ଵ ଯେମିତି ଖୁବ୍ ସୂକ୍ଷ୍ମ
ଆବୃତ୍ତି ଶୈଳୀ ମଧ୍ୟ ସେହିପରି
ଖୁବ୍ ଆବେଗପୂର୍ଣ୍ଣ !! ଅଭିନନ୍ଦନ ଆପଣଙ୍କୁ।
କୃତଜ୍ଞତା ଓ ବହୁତ୍ ବହୁତ୍ ଭଲ ପାଇବା ରଶ୍ମି
ଚମତ୍କାର କାହାଣୀ, ତା ଠାରୁ ଚମତ୍କାର ଆପଣଙ୍କ ଉପସ୍ଥାପନା
ଆଉ ସବୁଠାରୁ ହୃଦୟସ୍ପର୍ଶୀ ସେ ପ୍ରଚ୍ଛଦପଟରେ ଥିବା କାନ୍ଦିବା ସ୍ବର
କୋଟି ନମସ୍କାର ଆପଣଙ୍କୁ ଆଉ ସମ୍ପାଦକଙ୍କୁ
ଧନ୍ୟବାଦ ପ୍ରତାପବାବୁ।
ଗଳ୍ପ ହେଉ ବା କବିତାରେ ଏହିପରି ସୃଜନଶୀଳ ମନସ୍ତତ୍ତ୍ୱ ସହ ମାନସ-ମନ୍ଥନ ଥିଲେ, ପାଠକ ସାହିତ୍ୟଠାରୁ ଦୂରେଇବା ଅସମ୍ଭବ। ଗାଳ୍ପିକା ମୋନାଲିସାଙ୍କ ଉପସ୍ଥାପନା, ନିର୍ଦ୍ଵନ୍ଦରେ ଅଦ୍ୱିତୀୟ।
ଆବୃତ୍ତି ହେଉ ବା ଉପସ୍ଥାପନାର କଳା ଆମେ ତାଙ୍କଠାରୁ ଶିଖିବା ଉଚିତ୍ । ଖାଦ୍ୟ ରାନ୍ଧିଦେବା ପରି ପରସିଦେବା ବି ଗୋଟିଏ ଶିଖିବାଯୋଗ୍ୟ କଳା।
ଆପଣଙ୍କୁ ଓ ଗାଳ୍ପିକାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଚମତ୍କାର ପ୍ରେମ କାହାଣୀ ଓ ଅତି ଚମତ୍କାର ଉପସ୍ଥାପନା । ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ମୋନାଲି ଅପା ଖୁବ ସୁନ୍ଦର ଗପଟେ । ଆଉ ବର୍ଣନାରେ ଚିତ୍ର ଗୁଡିକ ବି ବେଶ ସ୍ପଷ୍ଟ। ସମ୍ପାଦକ ଓ
ପ୍ରକାଶକଙ୍କ ପ୍ରୟାସ କୁ ଧନ୍ୟବାଦ। ଏ ନୂତନ ସ୍ୱାଦ ର ମାଧ୍ୟମ ଆଗକୁ ପ୍ରଗାଢ ହେବ ଆଶା।
ଉତ୍ସାହପ୍ରଦ ମତାମତ ପାଇଁ ଅଶେଷ ଧନ୍ୟବାଦ୍, ଏବଂ ଆପଣଙ୍କ ଇପ୍ସିତ ଶୁଭେଚ୍ଛା ପାଇଁ ‘ଅଭିନବ ଚଉକାଠ’ ପରିବାର କୃତଜ୍ଞ ।
ତୁମର ଏଇ ସଂକ୍ଷେପ ବିଶ୍ଳେଷଣ ସହ ଚଉକାଠ ଏକମତ ଅଶୋକ। ଚଉକାଠ ଉପରେ ଆସ୍ଥା ପାଇଁ ଧନ୍ୟବାଦ। ଏଥିରେ ତୁମର ସହଯୋଗ ବି ରହିବ ବୋଲି ବିଶ୍ୱାସ।
ହାର୍ଦ୍ଦିକ ଶୁଭକାମନା।
ନିଜ କ୍ଷମତା ଅନୁଯାୟୀ କିଛି ଜାଗରଣ ସୃଷ୍ଟି କରିବା ଛଡ଼ା ଲେଖକ ଆଉ କଣ କରିପାରିବ !
ସେଇଥିପାଇଁ ତ ସେ କଲମ ଧରେ।
ଆପଣମାନଙ୍କ ମତ ଓ ସହଯୋଗ ମନରେ ଅଧିକ ଦମ୍ଭ ଆଣିଦେଲା
ସମସ୍ତଙ୍କୁ ଧନ୍ୟବାଦ୍
True definition of true love which we got from our parents but we forgot as we got that blessings without any effort.
Nice presentation that makes fruitful the actual information about the story
We salute your creativity
Thanks a lot Madam…
That’s the intention of the storyline, to creat an acute sense on this burning issue, with literary gesture.
Thanks for your support and words of appreciation.
ମୋ ପ୍ରିୟ କବି ଗାଳ୍ପିକା ମୋନାଲିସା ଭଉଣୀଙ୍କୁ ଖୁବ୍ ସ୍ନେହ ଶୁଭେଚ୍ଛା ଅଭିନନ୍ଦନ।ମୋ ଜାଣିବାରେ କ୍ଷୁଦ୍ର ଗଳ୍ପ ଏକ ସ୍ୱଳ୍ପ ଅବଧି ର କାନ୍ଧରେ ଦଣ୍ଡାୟମାନ ସାମ୍ପ୍ରତିକ ବାସ୍ତବ ଘଟଣାବଳୀ ର ସାନ୍ଧ୍ର ବର୍ନନାତ୍ମକ ସଂଖ୍ରେପଣ ( କେବେ କେବେ ଅତୀତର ସ୍ମୃତି ଚାରଣ ବା ଭବିଷ୍ୟତର ଆକଳନ ବି କରିପାରେ ) ।ତେଣୁ ଚଳନ୍ତି ତଥାକଥିତ ଆଧୁନିକ ସମାଜର ,ବିଶେଷ କରି ଶିକ୍ଷିତ ଯୁବକ ଯୁବତୀ ମାନେ ପ୍ରେମର ସଂଜ୍ଞା କୁ ଉପେକ୍ଷା କରି କିପରି ଏକ ଅନ୍ଧ ଗର୍ତ୍ତ ରେ ଖସି ଯାଉଛନ୍ତି ,ତାର ଏକ ମାର୍ମୀକ ଚିତ୍ରପଟ ଆପଣଙ୍କ ଏ କାହାଣୀ ,ଯାହା ଗଳ୍ପର ମୌଳିକତା କୁ ବଜାୟ ରଖିବା ରେ ସଫଳ ହୋଇଛି। ଏ ଗପଟିର ମହାର୍ଘ୍ ଦିଗ ଟି ହେଲା,ଦୁଇଟି ନାରୀ ଚରିତ୍ର,ଦୁହେଁ ଉଚ୍ଚ ଶିକ୍ଷିତା ,ବାନ୍ଧବୀ, ଭଲ ମନ୍ଦ ଦୁଃଖ ସୁଖର ସାଥୀ ଅଥଚ ଦୁଇ ବିପରାତ୍ମକ ଚେତନା, ସକାରାତ୍ମକତା ଆଉ ନକାରାତ୍ମକତା ର ଯୁଦ୍ଧ ଭିତରେ ଶାନ୍ତି (ଯାହା ସତ୍ୟ,ଯାହା ଚିରନ୍ତନ) ର ପ୍ରତିଷ୍ଠା କରି ପାରିଛନ୍ତି ଆପଣ ।ଯାହା ବି ହେଉ ,ଆପଣଙ୍କ ଗଳ୍ପ କଥନ ଶୈଳୀ,ପରିସ୍ଥିତି କୁ ଖାପ ଖୁଆଇ ନାଟକୀୟ ଶାବ୍ଦିକ୍ ଉଚ୍ଚାରଣ,ବିଶେଷ କରି ଭିଡ଼ିଓଗ୍ରଫି ଓ ଶବ୍ଦ ଆହରଣ ଚମତ୍କାର ହୋଇଛି ।ଅଜସ୍ର ଧନ୍ୟବାଦ ପ୍ରିୟ ଗାଳ୍ପିକା,ସମ୍ପାଦକଙ୍କୁ ସାଧୁବାଦ ।
ଧନ୍ୟବାଦ ସାର୍ ଏଇ ସୁନ୍ଦର ମନ୍ତବ୍ୟ ପାଇଁ।
ଗଳ୍ପଟି ନିଶ୍ଚିତ ରୂପେ ଏକ ଉତ୍ତରଣ ଶ୍ରେଣୀୟ ଲେଖା, ଏଥିରେ ଦ୍ୱିରୁକ୍ତି ନାହିଁ।
🙏🙏